ପାଳଲହଡ଼ାରେ ଜିଲ୍ଲାସ୍ତରୀୟ ‘ଜନ ଭାଗୀଦାରୀ ଅଭିଯାନ’ ଶୁଭାରମ୍ଭ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାଠାରେ ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ଜନ ଭାଗୀଦାରୀ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ଅଦାଲ୍ ମୁହମ୍ମଦ୍ ଅଵାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ମେ’…




