ରାତ୍ରିକାଳୀନ କ୍ରିକେଟ: ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆନନ୍ଦପୁରଠାରେ ଏମଏମସିସି କ୍ଲବ ପକ୍ଷରୁ ଆୟୋଜିତ ସିପୁ ଆଣ୍ଡ ସିପୁ ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ୬ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ସାନହୁଲାକୁ ହରାଇ ବିମଳବେଡ଼ା…

Continue Readingରାତ୍ରିକାଳୀନ କ୍ରିକେଟ: ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ

ଜଳ ସମସ୍ୟା ନେଇ କଂଗ୍ରେସର ନିଆରା ପ୍ରତିବାଦ: ଶୁଖିଲା ଚଉକୁଳି ବନ୍ଧରେ ଖେଳିଲେ କ୍ରିକେଟ ମ୍ୟାଚ୍

ଅନୁଗୁଳ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି। ସହରର ହୁଲୁରିସିଂହା ସ୍ଥିତ ଶୁଖିଲା ଚଉକୁଳି ବନ୍ଧ ଗର୍ଭରେ ଏକ କ୍ରିକେଟ ମ୍ୟାଚ୍ ଆୟୋଜନ କରି ଦଳ…

Continue Readingଜଳ ସମସ୍ୟା ନେଇ କଂଗ୍ରେସର ନିଆରା ପ୍ରତିବାଦ: ଶୁଖିଲା ଚଉକୁଳି ବନ୍ଧରେ ଖେଳିଲେ କ୍ରିକେଟ ମ୍ୟାଚ୍

ଅନୁଗୁଳ ଡେଲି ଓ ମାଛ ମାର୍କେଟର ହେବ ଅତ୍ୟାଧୁନିକ କାୟାକଳ୍ପ: ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିପିଆର ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ପୂର୍ବ ଅନୁଗୁଳ ଗସ୍ତ ସମୟରେ ଅନୁଗୁଳ ପୌରପାଳିକା ଅଧୀନସ୍ଥ ଡେଲି ମାର୍କେଟ ଓ ମାଛ ମାର୍କେଟ ପରିଦର୍ଶନ କରିଥିଲେ। ଏହି ଦୁଇ ମାର୍କେଟକୁ ଅତ୍ୟାଧୁନିକ ଭିତ୍ତିଭୂମି…

Continue Readingଅନୁଗୁଳ ଡେଲି ଓ ମାଛ ମାର୍କେଟର ହେବ ଅତ୍ୟାଧୁନିକ କାୟାକଳ୍ପ: ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିପିଆର ପ୍ରସ୍ତୁତି ଆରମ୍ଭ

ବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

ଅନୁଗୁଳ: ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବାରଗୌଣିଆ ପଞ୍ଚାୟତର କର୍ମୀ ବୈଠକ ସ୍ଥାନୀୟ ମାଆ ପାଣ୍ଡରିଶୁଣୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିସିସି ମିଡିଆ ପ୍ୟାନେଲିଷ୍ଟ ରୂପାଦୀପ୍ତା ମହାପାତ୍ର ମୁଖ୍ୟ ଅତିଥି…

Continue Readingବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

୧୯ ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟରେ ଅନିନ୍ଦିତଙ୍କ ସଫଳତା

ଅନୁଗୁଳ: ଓସିଏ ଦ୍ଵାରା ଆୟୋଜିତ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାର କୋରାପୁଟ ଓ ଅନୁଗୁଳ ମଧ୍ୟରେ ଆୟୋଜିତ ଏକ ମ୍ୟାଚରେ ଅନୁଗୁଳ ଦଳ ୪୩ ଓଭରରେ ସମସ୍ତ ୱିକେଟ ହରାଇ ୨୭୧ ରନ୍ କରିଥିଲା। ଅନୁଗୁଳ ଦଳ…

Continue Reading୧୯ ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟରେ ଅନିନ୍ଦିତଙ୍କ ସଫଳତା

ରାଜ୍ୟ ପୋଲିସ କବାଡ଼ି ଓ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ଉଦଯାପିତ; କଟକ OSAP ଷଷ୍ଠ ବାଟାଲିଅନ ଡବଲ୍ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ୭୯ତମ ରାଜ୍ୟ ପୋଲିସ କବାଡ଼ି ଏବଂ ୧୧ତମ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ଶୁକ୍ରବାର ଉଦଯାପିତ ହୋଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, କ୍ରୀଡ଼ା ପୋଲିସ କର୍ମଚାରୀଙ୍କ ମାନସିକ ଓ…

Continue Readingରାଜ୍ୟ ପୋଲିସ କବାଡ଼ି ଓ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ଉଦଯାପିତ; କଟକ OSAP ଷଷ୍ଠ ବାଟାଲିଅନ ଡବଲ୍ ଚାମ୍ପିୟନ

ଏଲିଟ୍ ଏଜୁକେଶନାଲ୍ ଗ୍ରୁପ୍‌ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ଜୀବନରେ ଉତ୍ତମ ମଣିଷ ହେବାକୁ ଆହ୍ୱାନ

ଅନୁଗୁଳ: ଏଲିଟ୍ ଏଜୁକେଶନାଲ୍ ଗ୍ରୁପ୍ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କହିଛନ୍ତି ଯେ, ପରୀକ୍ଷା ଫଳ ଅପେକ୍ଷା ଜୀବନରେ ଉତ୍ତମ ମଣିଷ…

Continue Readingଏଲିଟ୍ ଏଜୁକେଶନାଲ୍ ଗ୍ରୁପ୍‌ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ଜୀବନରେ ଉତ୍ତମ ମଣିଷ ହେବାକୁ ଆହ୍ୱାନ

ଆଖି ଫୁଟାଇଲେ ଡାକ୍ତର, କ୍ଷତିପୂରଣ ଦେଲେ ସରକାର

ଅନୁଗୁଳ: ୨୦୨୪ ମସିହାର ଅନୁଗୁଳର ଡ଼ା ପ୍ରଧାନ ଆଇ କେୟାରରେ ବହୁ ଚର୍ଚ୍ଚିତ ଦୃଷ୍ଟିଶକ୍ତି ହରାଇବା ମାମଲାରେ କ୍ଷତିପୂରଣ ଦାବି କରିଥିବା ୧୩ ଜଣ ପୀଡ଼ିତଙ୍କୁ ରାଜ୍ୟ ସରକାର ଗତ ୨୧ ତାରିଖରେ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏଥିନେଇ ଅନୁଗୁଳ ସିଡିଏମଓ…

Continue Readingଆଖି ଫୁଟାଇଲେ ଡାକ୍ତର, କ୍ଷତିପୂରଣ ଦେଲେ ସରକାର

ଜୈବବିବିଧତା ଦିବସର ଅନୁଚିନ୍ତା: ମହାନଦୀ ଶୁଖୁଛି,ଗାଁରେ ହାତୀ, ସହରରେ ତାତି

ଅନୁଗୁଳ: ମଣିଷ ସୁସ୍ଥ ସବଳ ତଥା ମାନସିକ ଭାବେ ଦକ୍ଷ ରହିବାପାଇଁ ଯେମିତି ଉତ୍ତମ ଖାଦ୍ୟ ଓ ଉତ୍ତମ ପରିବେଶ ଆବଶ୍ୟକ କରେ ପୃଥିବୀ ମଧ୍ୟ ସବୁଜ ସୁନ୍ଦର ରହିବା ପାଇଁ ତାର ମାଟି ପାଣି ପବନ କିଭଳି ସ୍ୱଚ୍ଛ ଓ…

Continue Readingଜୈବବିବିଧତା ଦିବସର ଅନୁଚିନ୍ତା: ମହାନଦୀ ଶୁଖୁଛି,ଗାଁରେ ହାତୀ, ସହରରେ ତାତି

ପାଳଲହଡ଼ା ବିଧାୟକଙ୍କ ମାରାଥନ ଗସ୍ତ: ପ୍ରକଳ୍ପ ଉଦଘାଟନ ସହ ଭୂୟାଁ ସମାଜ ଗୃହ ପାଇଁ ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି ବନ୍ଧାଭୂଇଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଡୁଡ଼ିପାଣି ଗ୍ରାମରେ ୩.୫ ଲକ୍ଷ ଟଙ୍କାର କଂକ୍ରିଟ୍ ରାସ୍ତା ଉଦ୍ଘାଟନ କରିବା…

Continue Readingପାଳଲହଡ଼ା ବିଧାୟକଙ୍କ ମାରାଥନ ଗସ୍ତ: ପ୍ରକଳ୍ପ ଉଦଘାଟନ ସହ ଭୂୟାଁ ସମାଜ ଗୃହ ପାଇଁ ପ୍ରତିଶ୍ରୁତି