ଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ
ଅନୁଗୁଳ: ମହୀଧରପୁର ପଞ୍ଚାୟତ ବିଜେପି ସଭାପତି ତଥା ହାଟଛକ ପୂଜା କମିଟିର ସଭାପତି ବାଉରୀବନ୍ଧୁ ପ୍ରଧାନଙ୍କ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ବାଉରୀ ବନ୍ଧୁ ପ୍ରଧାନ ପ୍ରଧାନ ମଧୁମେହ ରୋଗରେ ପୀଡ଼ିତ ହୋଇ ପୂର୍ବରୁ ଚିକିତ୍ସିତ…



