ବାଜି ରାଉତ କପ ଫୁଟବଲ ପାଇଁ ପଡ଼ିଆ ପ୍ରସ୍ତୁତ
ଅନୁଗୁଳ: ବାଜି ରାଉତ କପ ଫୁଟବଲ-୨୦୨୨ ପାଇଁ କଦମ ପଡ଼ିଆର ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଓଡିଶା ଅଲିମ୍ପିକ ଆସୋସିଏସନର ଗ୍ରାଉଣ୍ଡସ ମ୍ୟାନ ଏବଂ ବୈଷୟିକ ଟିମର କର୍ମଚାରୀ ମାନେ ଲାଇନ କାଟୁଛନ୍ତି। ଫିଫା ନିୟମ ଅନୁସାରେ ପଡ଼ିଆ ୧୦୫×୬୮ ମିଟର…
ଅନୁଗୁଳ: ବାଜି ରାଉତ କପ ଫୁଟବଲ-୨୦୨୨ ପାଇଁ କଦମ ପଡ଼ିଆର ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଓଡିଶା ଅଲିମ୍ପିକ ଆସୋସିଏସନର ଗ୍ରାଉଣ୍ଡସ ମ୍ୟାନ ଏବଂ ବୈଷୟିକ ଟିମର କର୍ମଚାରୀ ମାନେ ଲାଇନ କାଟୁଛନ୍ତି। ଫିଫା ନିୟମ ଅନୁସାରେ ପଡ଼ିଆ ୧୦୫×୬୮ ମିଟର…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡ଼ିଆ ପଞ୍ଚାୟତ କାକୁଡ଼ିଆ ଗାଁରେ ମଙ୍ଗଳବାର ମିସନ୍ ଶକ୍ତି ଗୃହ ଉଦ୍ଘାଟିତ ହୋଇଯାଆଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟ ଅତିଥି ଏବଂ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ…
ଅନୁଗୁଳ: ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ।ଏହି ଦିନ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିବାର ନିୟମ ରହିଛି। ତେଣୁ ଏହାକୁ ଅଁଳା…
ଆଠମଲ୍ଲିକ : ସ୍ଥାନୀୟ ତାଳଚେର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ କେତେକ ଆଇନଜୀବୀଙ୍କ ନାମରେ କୋର୍ଟ ସିଏସଆଇ ଏତଲା କରିବା ପ୍ରତିବାଦରେ ଆଠମଲ୍ଲିକ ଓକିଲ ସଂଘ ଓ କ୍ରିମିନାଲ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର କୋର୍ଟ ବର୍ଜନ କରାଯାଇଛି। ତାଳଚେରର ଜଣେ…
ତାଳଚେର: ତାଳଚେରରେ ଆରମ୍ଭ ହେବାକୁ ଥିବା ୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟି ମେଡିକାଲରେ ଦରକାର ଥିବା ଭିତ୍ତିଭୂମି, ଉପକରଣର ମୂଲ୍ୟାଙ୍କନ ଏବଂ ତଦାରଖ କରିବ। ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିବ।…
ଅନୁଗୁଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଗୁଳ ଜିଲ୍ଲା ସମ୍ମିଳନୀ କକ୍ଷରେ ସୋମବାର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ଶପଥ ପାଠ କରାଇଥିଲେ। ଶପଥ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଭୟାରଣ୍ୟରୁ ବିସ୍ଥାପିତ କଟରଙ୍ଗ ଗାଁର କ୍ଷତିଗ୍ରସ୍ତ ୨୯ ପରିବାର ସଦସ୍ୟ ମଙ୍ଗଳବାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ସୂଚନା ଯେ, କଟରଙ୍ଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ୟାକେଜ୍ ତାଲିକାଭୂକ୍ତ ନଥିବାରୁ ଦୀର୍ଘ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସଂହା ଗାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନେଇ ସିଡିଏମଓଙ୍କୁ ଦାବି କରିଛନ୍ତି ପଞ୍ଚାୟତବାସୀ। ୯ ଟି ପଞ୍ଚାୟତର ଲୋକ ଆଜି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ,…
ଅନୁଗୁଳ : ବିବାହ ପୂର୍ବରୁ ଯାହା ନାଁରେ କେସ୍ କରିଥିଲେ, ସମୟକ୍ରମେ ତାଙ୍କର ହିଁ ହାତ ଧରିଲେ। କିନ୍ତୁ ଅପରାଧର ଦଣ୍ଡାଦେଶ ପରେ ଏବେ ଜେଲ ଯାଇଛନ୍ତି ସ୍ୱାମୀ। ବିବାହ ପୂର୍ବରୁ ଯାହାକୁ ଦଣ୍ଡ ମିଳୁ ବୋଲି ଠାକୁରଙ୍କୁ ଡାକୁଥିଲେ ଏବେ…