ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ କୁମାର ପୂର୍ଣ୍ଣିମା ଉତ୍ସବରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫକରିଛି। ସୂଚନା ଯେ, ସାନକେରଜାଙ୍ଗ ଗାଁର ସଂଗ୍ରାମ କୁମାର ଦାସ(୨୮) ଗତ ୯ ତାରିଖ…

Continue Readingମରଣାନ୍ତକ ଆକ୍ରମଣ ଘଟଣାରେ ୪ ଯୁବକ ଗିରଫ

କାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କାନ୍ଥ ଖୋଳି ଚୋରି ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଗଡିଆ ବିଟ ହାଉସ ଠାରୁ ୨୦୦ ମିଟର ଦୂରରେ ଥିବା ଓଡ଼ିଶା…

Continue Readingକାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

ଖୁସି ଖବର ! ଖୁବ ଶୀଘ୍ର ଆରମ୍ଭ ହେଉଛି ତାଳଚେର ଥର୍ମାଲର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ

ତାଳଚେର: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ। ୨୦୨୬ ସେପ୍ଟେମ୍ବରରେ ୬୬୦ ମେଗାୱାଟ ବିଶିଷ୍ଟ ଏହାର ପ୍ରଥମ ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ୪ ମାସ…

Continue Readingଖୁସି ଖବର ! ଖୁବ ଶୀଘ୍ର ଆରମ୍ଭ ହେଉଛି ତାଳଚେର ଥର୍ମାଲର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ

ରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଅନୁଗୁଳ : କୋଇଲା ବୋଝେଇ ରେଳ ଡବା ଭିତରୁ କୋଇଲା ସାମ୍ପଲ ଆଣିଥିବା ସମୟରେ ରେଳ ଡବା ଭିତରେ ରହିଯାଇଛନ୍ତି ଶ୍ରମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଠାରେ ନାଲକୋରୁ ତାଳଚେର କୋଇଲା ଆଣିବା ପାଇଁ ଯାଉଥିବା…

Continue Readingରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବିଶ୍ବ ଅଣ୍ଡା ଦିବସ: ଅଣ୍ଡାର ଅପମିଶ୍ରଣ ସମ୍ଭବ ନୁହଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ସକାଳେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ…

Continue Readingବିଶ୍ବ ଅଣ୍ଡା ଦିବସ: ଅଣ୍ଡାର ଅପମିଶ୍ରଣ ସମ୍ଭବ ନୁହଁ

ରେଳଧାରଣା ନିକଟରୁ ଅଜଣା ବାଇକ୍ ଉଦ୍ଧାର, ମିଳୁନି ମାଲିକର ପତ୍ତା

ଅନୁଗୁଳ: ବଅଁରପାଳ ବ୍ଲକ ପିଙ୍ଗୁଆ ନିକଟ ଦେଇ ଯାଇଥିବା ନାଲକୋ ରେଳ ଲାଇନ ପାଖ ବୁଦା ମୂଳରେ ଏକ ନୀଳ ରଙ୍ଗର ଅଜଣା ପଲସର (ଓଡି୧୯-ଏ-୯୭୫୪) ଲୁଚାଇ ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଏନେଇ ଲୋକେ ରେଳ ଲାଇନ ନିକଟରେ ଡିଉଟି…

Continue Readingରେଳଧାରଣା ନିକଟରୁ ଅଜଣା ବାଇକ୍ ଉଦ୍ଧାର, ମିଳୁନି ମାଲିକର ପତ୍ତା

ଜମୁଛି ଗଜଲକ୍ଷ୍ମୀ ପୂଜା, ନାଚ ଗୀତରେ ଫାଟି ପଡ଼ୁଛି କିଆକଟା ପଞ୍ଚାୟତ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ ଧୁମଧାମରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ଏ ଅବସରରେ ବୁଧବାର ଜନସାଧାରଣଙ୍କ ପାଇଁ ପୂଜା କମିଟି ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ…

Continue Readingଜମୁଛି ଗଜଲକ୍ଷ୍ମୀ ପୂଜା, ନାଚ ଗୀତରେ ଫାଟି ପଡ଼ୁଛି କିଆକଟା ପଞ୍ଚାୟତ

ବନ୍ଦା ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ଶତାଧିକ କର୍ମୀ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତରେ ପହଞ୍ଚିଛି। ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ…

Continue Readingବନ୍ଦା ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ଶତାଧିକ କର୍ମୀ

୧୭ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଜିଲ୍ଲା ସ୍ତରୀୟ ବାଳକ ଓ ବାଳିକା ବିଭାଗର ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ମୋଟ୍ ପାଞ୍ଚଟି ମ୍ୟାଚ୍ ଆୟୋଜିତ ହୋଇଥିଲା। ଆଜିର ମ୍ୟାଚରେ ଛେଣ୍ଡିପଦାକୁ ୨-୦, ବାଳିକା ବିଭାଗରେ କିଶୋରନଗରକୁ…

Continue Reading୧୭ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

କିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଆଠମଲ୍ଲିକ : ଉପଜିଲ୍ଲାପାଳ ତରଣୀ ସୁନା ବୁଧବାର ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗାଁ ବୁଲି କିଡନୀ ରୋଗୀଙ୍କୁ ଭେଟିଥିଲେ। ଏ ଅବସରରେ ସେ ଗୁରୁତର ଧନେଶ୍ୱର ବେହେରା (୪୫)ଙ୍କ ଘରେ ପହଞ୍ଚି ତାଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର…

Continue Readingକିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ