ଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦ୍ୟୁତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବାନାଞ୍ଚଳ ଅନ୍ତର୍ଗତ କସିଡିହ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବା…
ଅନୁଗୁଳ: ଅନୁଗୁଳ ସହରରେ ଟ୍ରାଫିକ ସମସ୍ୟାକୁ ସଠିକ ପରିଚାଳନା ତଥା ନିୟନ୍ତ୍ରଣ ଲାଗି ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଡେରଜଙ୍ଗ କେନାଲ ଉପରେ ତାମ୍ରିତ କଲୋନୀ ଠାରୁ ଇଡ୍କୋ ଛକ ପର୍ଯ୍ୟନ୍ତ ଏକ ନୂତନ…
ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି। ଚଳିତ ବର୍ଷ ଗାଁ ବୈଠକରେ ଗଣ୍ଡଗୋଳ ହୋଇଥିବାରୁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ପୂଜାରେ ଯୋଗ ଦେଇଥିଲେ। ଗିରି ଗୋବର୍ଦ୍ଧନ ପୂଜା…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବଡ଼ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀଙ୍କୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କିଶୋର୍ ରାଉଳ,…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଅମଲାପଡ଼ାରେ ଜଣେ ମହିଳା ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ଲିପ୍ସାମୟୀ ଦେହୁରୀ (୩୫)। ମହିଳାଙ୍କ ପରିବାର ଲୋକ ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଲିପ୍ସାମୟୀ ନିଜ ଶୋଇବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବିତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର…
ଅନୁଗୁଳ: ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ କରାଯାଇଛି। ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଅବନୀକାନ୍ତ ସାହୁଙ୍କୁ ଟାମଡା ଅଧ୍ୟକ୍ଷ…
ଅନୁଗୁଳ: ବ୍ରାଉନ ସୁଗାର ସେବନ କରୁଥିବା ଜଣେ ନିଶାଖୋର ଯୁବକ ନିଜ ବାମ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି।ତାଳଚେର ଅଂଚଳର ଜଣେ ଯୁବକ ବ୍ରାଉନ ସୁଗାର ନିୟମିତ ନେଉଥିବା ବେଳେ ଏବେ ପୋଲିସ ଓ ଅବକାରୀ ବିଭାଗର ଘନ…
ଅନୁଗୁଳ:ଅକ୍ଟୋବର ୯ ତାରିଖ କୁମାର ପୂର୍ଣ୍ଣିମା ଠାରୁ ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି । ଏଥିପାଇଁ ସହର ଏବେ ନବବଧୂ ଭଳି ସଜେଇ ହେଉଛି। କାଲଟାକ୍ସ ଛକ ଠାରୁ ହୁଳୁରୁସିଂହା ଓ ଭଣ୍ଡୁବର ଠାରୁ ଖଲାରୀ ମଧ୍ୟରେ ଚଳିତ…