ଅନୁଗୁଳରେ ପରିବହନ ବିଭାଗ ନୂଆ ଡେପୁଟି କମିଶନରଙ୍କ ଯୋଗଦାନ
ଅନୁଗୁଳ: ଅନୁଗୁଳ ସଦର ମହକୁମାରେ ପରିବହନ ବିଭାଗ ଉତ୍ତର କେନ୍ଦ୍ର ଜୋନ୍ର ନୂଆ ଡେପୁଟି କମିଶନର ଭାବେ ଶୁକ୍ରବାର ସମୀର କୁମାର ଦଳେଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଆଞ୍ଚିକ ପରିବହନ କାର୍ଯ୍ୟାଳରେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ। ରାଜ୍ୟ…
