କୁକୁଡ଼ା ଚିଆଁ ଗାଡ଼ି ଅଟକାଇ ଥାନାର ଜିମା ଦେଲେ କୁକୁଡ଼ା ଚାଷୀ ସଂଘ, ଛକାପଞ୍ଝା ଭିତରେ ଗଲା ୨୫୦୦ ଚିଆଁଙ୍କ ଜୀବନ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକର କୁକୁଡା ଚାଷୀ ସଂଘ ପକ୍ଷରୁ ମଙ୍ଗଳବାର ଏକ କୁକୁଡା ଚିଆଁ ବୋଝେଇ ପିକଅପ ଭ୍ୟାନକୁ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ୍ ନିକଟରେ ଅଟକାଇବା ସହ ଛେଣ୍ଡିପଦା ଥାନା ଜିମା ଦେଇଛନ୍ତି। ସୂଚନା ମୁତାବକ, କୁକୁଡା…

Continue Readingକୁକୁଡ଼ା ଚିଆଁ ଗାଡ଼ି ଅଟକାଇ ଥାନାର ଜିମା ଦେଲେ କୁକୁଡ଼ା ଚାଷୀ ସଂଘ, ଛକାପଞ୍ଝା ଭିତରେ ଗଲା ୨୫୦୦ ଚିଆଁଙ୍କ ଜୀବନ

ଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଅନୁଗୁଳ: ଆଜି ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ହୋଣ୍ଡା ସାଇନ ସେଲିବ୍ରେସନ ଏଡିସନର ବଜାର ପ୍ରବେଶ ହୋଇଛି। ଗ୍ରାହକମାନଙ୍କ ହାତରେ ଏହି ବଜାର ପ୍ରବେଶ କରାଯାଇଥିଲା। କମ୍ପାନୀ ସୂଚନା ମୁତାବକ, ସାଇନ୍ ସେଲିବ୍ରେସନ ଏଡିସନ ଏକ ଅତି…

Continue Readingଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଅଭାବନୀୟ ଘଟଣା: ମେଡ଼ିକାଲ ଭିତରେ ପ୍ରେତାତ୍ମା ତଡିବା ନାଟକ, ଦିଦି ନୀରବ ଦ୍ରଷ୍ଟା

ଅନୁଗୁଳ: ସାପ କାମୁଡାରେ ମେଡ଼ିକାଲରେ ଭର୍ତ୍ତି ରୋଗୀଙ୍କୁ ଗୁଣିଆ ବିଷ ଝାଡ଼ିବା ଅତୀତରେ ଦେଖାଯାଇଥିଲା ହେଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଦେହରୁ ପ୍ରେତାତ୍ମା ହଟେଇବା ପାଇଁ ମନ୍ତ୍ରପାଠ କରିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ…

Continue Readingଅଭାବନୀୟ ଘଟଣା: ମେଡ଼ିକାଲ ଭିତରେ ପ୍ରେତାତ୍ମା ତଡିବା ନାଟକ, ଦିଦି ନୀରବ ଦ୍ରଷ୍ଟା

ସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍

ଅନୁଗୁଳ: ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ସ୍କୁଲ ସମ୍ମୁଖରେ ଆଜି ସକାଳେ ଏକ ସାମାନ୍ୟ ଦୁର୍ଘଟଣା ଘଟି ଅଟୋ ଚାଳକ ନିସ୍ତୁକ ମାଡ଼ ଖାଇବା ସହ ରାସ୍ତାରେ ଉଠବସ ହୋଇଛନ୍ତି। ସୂଚନା ମୁତାବକ, ସକାଳେ ସ୍କୁଲ ପିଲାଙ୍କୁ ଛାଡି ଅଟୋଟି ବ୍ୟାକ…

Continue Readingସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍

ଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅଧୀନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ। ଏଥିସହ ଏହି…

Continue Readingଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି କମିଛି ଭାରତୀୟ ଟଙ୍କାର ମୂଲ୍ୟ। ଆଜି ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତର ୮୧ ଟଙ୍କା ୬୨ ପଇସାକୁ ଖସିଛି। ବିଶ୍ବ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକ ପାଇଁ ଆଗକୁ ଟଙ୍କାର ମୂଲ୍ୟ ଆହୁରି କମିବା ନେଇ ଆଶଙ୍କା…

Continue Readingପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ଦର୍ଶକଙ୍କ ହୃଦୟ ଜିଣିଲେ ନାଟକ ବଞ୍ଚି ରହିବ

ଅନୁଗୁଳ: ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ଓ ନାଟ୍ୟମର ମିଳିତ ସହଯୋଗରେ ସ୍ଥାନୀୟ ଜିଲ୍ଲା ପାଠାଗାର ପରିସରରେ ସୋମବାର ଅପରାହ୍ନରେ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଶାସନ…

Continue Readingଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ଦର୍ଶକଙ୍କ ହୃଦୟ ଜିଣିଲେ ନାଟକ ବଞ୍ଚି ରହିବ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଫେବୃଆରୀ ମାସ ଅପରାହ୍ନରେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ବେନ୍ତପୁର ଗାଁର ଦେବାଶିଷ…

Continue Readingନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦାଖଲ ହୋଇଥିବା ମୋଟ ୮୪ଟି ଅଭିଯୋଗରୁ ୭୨ଟି ବ୍ୟକ୍ତିଗତ, ୧୨ଟି ସାମୁହିକ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ସ୍ବେଚ୍ଛାକୃତ ରକ୍ତଦାନ ଓ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀ, ଏନଏସଏସ, ୱାଇଆରସି ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। ଶିବିରରେ ବିଧାନସଭା ଉପବାଚସ୍ପତି…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଓ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର