ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତର ତୁରୁଡ଼ା ଯୁବକ ସଂଘ ପରିସରରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୧୦୫ ୟୁନିଟ୍ ରକ୍ତ…

Continue Readingବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି

ଅନୁଗୁଳ/ଭୁବନେଶ୍ୱର: ଅନୁଗୁଳରେ ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କ ପାଇଁ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏ ଅବସରରେ…

Continue Readingଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି

ଆରମ୍ଭ ହେଲା ବସୁଧା ଯୋଜନା, ଏଣିକି ସବୁ ଘରେ ପହଞ୍ଚିବ ସ୍ୱଚ୍ଛ ପାନୀୟ ଜଳ

ଅନୁଗୁଳ : ଆଜି ବିଶ୍ୱକର୍ମା ପୂଜାରେ ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତରେ ଆରମ୍ଭ ହୋଇଛି ବସୁଧା ଯୋଜନା। ଫଳରେ ଲୋକଙ୍କ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି। ଏଣିକି ଲୋକମାନେ ଆଉ ପାଣି ପାଇଁ ଅସୁବିଧା ଭୋଗିବେନି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

Continue Readingଆରମ୍ଭ ହେଲା ବସୁଧା ଯୋଜନା, ଏଣିକି ସବୁ ଘରେ ପହଞ୍ଚିବ ସ୍ୱଚ୍ଛ ପାନୀୟ ଜଳ

ବିକାଶ ଫାଉଣ୍ଡେସନ ପକ୍ଷରୁ ଟିବି ରୋଗୀଙ୍କୁ ରାସନ କିଟ୍ ପ୍ରଦାନ

ଅନୁଗୁଳ: ଆଜି ମୋଦିଙ୍କ ୭୨ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ଏହି କ୍ରମରେ ଅନୁଗୁଳ ଜିଲ୍ଲାର କେତେକ ଟିବି ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଛି ଅଗ୍ରଣୀ ସେବା ଅନୁଷ୍ଠାନ ବିକାଶ ଫାଉଣ୍ଡେସନ ଗ୍ରୁପ।…

Continue Readingବିକାଶ ଫାଉଣ୍ଡେସନ ପକ୍ଷରୁ ଟିବି ରୋଗୀଙ୍କୁ ରାସନ କିଟ୍ ପ୍ରଦାନ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା

ଅନୁଗୁଳ: ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପ୍ଲାଣ୍ଟ ପରିସରରେ ପ୍ଲେଟ୍ ମିଲ ଅଞ୍ଚଳରେ ଏକ ସ୍ବତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରି ବିଶ୍ବକର୍ମାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା

ମୋଦିଙ୍କ ୭୨ ତମ ଜନ୍ମଦିନରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ କଲା ଜିଲ୍ଲା ବିଜେପି

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରକ୍ତଦାନ କରି ଉତ୍ସବ ପାଳନ କରିଛି ଅନୁଗୁଳ ଜିଲ୍ଲା ବିଜେପି। ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମଦିନରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର…

Continue Readingମୋଦିଙ୍କ ୭୨ ତମ ଜନ୍ମଦିନରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ କଲା ଜିଲ୍ଲା ବିଜେପି

ଆଶ୍ରମରେ ବିରଳ ପ୍ରଜାତିର ଏଣ୍ଡୁଅ ଠାବ

ଅନୁଗୁଳ: ସୁସୁଡା ମାନବ ସେବା ଚ୍ୟାରିଟେବୁଲ ଆଶ୍ରମ ପରିସରରେ ଶନିବାର ସକାଳେ ଏକ ବହୁରୂପୀ ଏଣ୍ଡୁଅ ବା କେମିଲିଅନ ଦେଖିଥିଲେ ପରିଚାଳକ ଚିନ୍ମୟୀ ଦାସ। ଏଣ୍ଡୁଅଟି ଗ୍ରୀନ ସ୍ପଟେଡ଼ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ଏଣ୍ଡୁଅ…

Continue Readingଆଶ୍ରମରେ ବିରଳ ପ୍ରଜାତିର ଏଣ୍ଡୁଅ ଠାବ

ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଅନୁଗୁଳ: ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ। ନାଲକୋରେ ଭୁଶୁଡ଼ି ପଡ଼ିଲା ଖଦି ଓ ଗ୍ରାମ ଉଦ୍ୟୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ। ୮ ଜଣଙ୍କ ଉପରେ ଟେଣ୍ଟ ଗଳି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନାଲକୋ…

Continue Readingବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ତାଳଚେର: ତାଳଚେରରେ କାର୍ଯ୍ୟରତ ଏମ୍‌.ସି.ଏଲ୍‌.ର ସମସ୍ତ କୋଇଲା ଖଣିର ଠିକା ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଦାବିରେ ଶୁକ୍ରବାର ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଶ୍ରମିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ…

Continue Readingଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯…

Continue Readingମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି