ଏଫସିଆଇ ମୁଣ୍ଡା ବଜାର ନିକଟରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଅନୁଗୁଳ: ଆଜି ସକାଳେ ଏଫସିଆଇ ମୁଣ୍ଡା ବଜାର ନିକଟରେ ଜିଲ୍ଲା ଅବକାରୀ ବିଭାଗ ଛାପା ମାରି ୧୪୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁସାରେ,ଅନୁଗୁଳରେ ବ୍ରାଉନ ସୁଗାର କାରବାରର ଅନ୍ୟତମ କିଙ୍ଗପିନ୍ ଝିଲି…

Continue Readingଏଫସିଆଇ ମୁଣ୍ଡା ବଜାର ନିକଟରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାରେ ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ…

Continue Reading୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

ଅନୁଗୁଳ ପୌରପାଳିକାର ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ଅନୁଗୁଳ: ଲାଇସେନ୍ସ ଫି, ହୋଲଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ ଫାଙ୍କୁଥିବା ଦୋକାନୀ ଓ ମଲ ମାଲିକ ମାନଙ୍କୁ ଏବେ ଅନୁଗୁଳ ପୌରପାଳିକା ପକ୍ଷରୁ ଘନ ଘନ ତାଗିଦ ପରେ ସଂପୃକ୍ତ ପ୍ରତିଷ୍ଠାନ ଗୁଡିକ ଅର୍ଥ ଡିପୋଜିଟ କରିବା ଆରମ୍ଭ କରିଛନ୍ତି। ଆଇନକୁ…

Continue Readingଅନୁଗୁଳ ପୌରପାଳିକାର ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ

ଅନୁଗୁଳ: ଆଜି ସକାଳେ ପୁରୁଣା କୋଟ ଥାନା ମଣିକଯୋଡି ପଞ୍ଚାୟତ କୂଳସର ଗାଁର ବିନୋଦ ନାଏକର ବାର୍‌ହା ଆକ୍ରମଣରେ ମୃତ୍ୟୁ ଘଟିଛି। ବିନୋଦ(୩୦)‌ ଅନ୍ୟ ଜଣକୁ ସାଥି କରି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ‌ ବୁଦା ଭିତରୁ…

Continue Readingବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ଜିଲ୍ଲାପାଳଙ୍କ କୋର୍ଟରୁମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତି ହେଉଛି ଅହେତୁକ ଅବହେଳା, ଜିଲ୍ଲାପାଳଙ୍କୁ କଲେ ଲିଖିତ ଅଭିଯୋଗ

ଅନୁଗୁଳ: ଜିଲ୍ଲାର ବ୍ରଏଲର କୁକୁଡ଼ା ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଅଞ୍ଚଳର ଚାଷୀମାନେ ବିଭିନ୍ନ ବ୍ଲକରେ ପ୍ରାୟ ୧୨୦୦ କୁକୁଡ଼ା ଫାର୍ମ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ କୁକୁଡ଼ା ଯୋଗାଇ…

Continue Readingବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତି ହେଉଛି ଅହେତୁକ ଅବହେଳା, ଜିଲ୍ଲାପାଳଙ୍କୁ କଲେ ଲିଖିତ ଅଭିଯୋଗ

ପାଇପ୍ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ସୋମବାର ସରକାରୀ କାମ ପାଇଁ ଆସିଥିବା ପାଇପ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ରନ୍ତଲୋଇ ଗାଁଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ୫୦ଟି ପାଇପ୍…

Continue Readingପାଇପ୍ ଚୋରି ଅଭିଯୋଗରେ ୨ ଗିରଫ

କୃମି ବଟିକା ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯ଼ୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସ୍କୁଲରେ ଏହି ବଟିକା ଖାଇବା ପରେ ସାତ, ଆଠ…

Continue Readingକୃମି ବଟିକା ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ଘର କାନ୍ଥ ପଡ଼ି ପରିବାରର ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାମିମୁଣ୍ଡା ଗାଁରେ ମାଟି ଘର କାନ୍ଥ ପଡ଼ି ସୋମବାର ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସୋମବାର ଅପରାହ୍ନରେ ଶ୍ରୀକାନ୍ତ ବେହେରାଙ୍କ ଦୁଇ ଝିଅ ଓ ଏକମାତ୍ର ପୁଅ…

Continue Readingଘର କାନ୍ଥ ପଡ଼ି ପରିବାରର ୩ ଗୁରୁତର

ଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ଗାଁକୁ ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ ପନ୍ଦରଭରଣିଆ, ବଗଚର, ମଝିକା ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଗଚର ଗାଁକୁ ଯିବା ଆସିବା କରିବାକୁ ଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି।…

Continue Readingଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି