ଚୋରା ବାଲି ଚାଲାଣ: ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ ନମପସି ପଞ୍ଚାୟତର ନମଗାଁରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ପାଳଲହଡ଼ା ପୋଲିସ ଏସଆଇ ସ୍ୱରୂପ ପୂର୍ତ୍ତି…

Continue Readingଚୋରା ବାଲି ଚାଲାଣ: ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଚୋରି ଅଭିଯୋଗରେ ଲିଫ୍ଟ ଅପରେଟରକୁ ପୋଲିସ ଗିରଫ କରିଛି। ଶନିବାର ଲିଫ୍ଟ ଅପରେଟର କ୍ରାଇମସିନ ରିକ୍ରିଏସନ କରିଛି।…

Continue Readingମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

ରାଜ୍ୟସ୍ତରୀୟ“କଳା ଉତ୍ସବ-୨୦୨୫”ରେ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ “କଳା ଉତ୍ସବ-୨୦୨୫”ରେ ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଏକାଧିକ ପୁରସ୍କାର ହାସଲ କରିଛନ୍ତି। ସ୍କୁଲର ସୋହମ ସାରଙ୍ଗ ମେଣ୍ଡାଲକରଙ୍କୁ ଏକକ…

Continue Readingରାଜ୍ୟସ୍ତରୀୟ“କଳା ଉତ୍ସବ-୨୦୨୫”ରେ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ

ଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ଏବଂ ଦୈନିକ ଖବରକାଗଜ "ଆଗେଇବା" ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପକ ତଥା 'ଆମ ପ୍ରତିଭା ଆମ ପରିଚୟ'ର ପୂର୍ବତନ ଆଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଡଃ ନିମାଇଁ ଚରଣ ପ୍ରଧାନଙ୍କର…

Continue Readingଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ବାଣ ବିସ୍ଫୋରଣରେ ଯୁବକଙ୍କ ଡାହାଣ ହାତ ନଷ୍ଟ 

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସଦରମହକୁମା ବାଲିପଶି ଗ୍ରାମରେ ବାଣ ଫୁଟାଇବା ସମୟରେ ଯୁବକଙ୍କ ହାତରେ ବାଣ ବିସ୍ଫୋରଣ ହୋଇ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ରାଜା ମହାନ୍ତ (୩୫)।  ପରିବାର…

Continue Readingବାଣ ବିସ୍ଫୋରଣରେ ଯୁବକଙ୍କ ଡାହାଣ ହାତ ନଷ୍ଟ 

ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଘାଟିତ

ଅନୁଗୁଳ: ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ସାଇବର ସୁରକ୍ଷା ବିଷୟରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ଅମରେଶ ମିଶ୍ର ଦେଶଭକ୍ତିମୟ ସଙ୍ଗୀତ…

Continue Readingଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଘାଟିତ

ଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ଆଜି ପୂରଣ ହୋଇଛି । ନୂତନ ଡାକ୍ତର ଭାବେ ଡା. ରାକେଶ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି ।…

Continue Readingଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

ଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝିମିରିପାଲି ଖେଳପଡ଼ିଆରେ ଚାଲିଥିବା ଅରକ୍ଷିତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଶେଷ ହୋଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ୍ କଂସର…

Continue Readingଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

ଦୁଇ ବାଘ ଛୁଆ ଆକ୍ରମଣ: ଗାଈ ଚରାଳି ଗୁରୁତର

ଅନୁଗୁଳ: ଅନୁଗୁଳରେ ବାଘ ଆତଙ୍କ। ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମରେ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ…

Continue Readingଦୁଇ ବାଘ ଛୁଆ ଆକ୍ରମଣ: ଗାଈ ଚରାଳି ଗୁରୁତର

ତୃତୀୟ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ “ପ୍ରତିଭା” ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ଟାଉନ ହଲ ଠାରେ ତୃତୀୟ ରାଜ୍ୟ ସ୍ତରୀୟ  ସାଂସ୍କୃତିକ ଉତ୍ସବ ପ୍ରତିଭା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦଘାଟନ କରିବା ସହ ଶିଶୁ କଳାକାର ମାନଙ୍କୁ ଲୋକଲୋଚନକୁ…

Continue Readingତୃତୀୟ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ “ପ୍ରତିଭା” ଉଦଘାଟିତ