ଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ବିଳାସ ନାଏକ ଦୁଇ ଝିଅଙ୍କୁ ନେଇ ନାଲକୋ ରେଳରୋକ କରିଛନ୍ତି। ସୂଚନା ମୁତାବକ, ବିଳାସ ନାଏକଙ୍କ ସ୍ବାମୀ ବଳରାମ ନାଏକଙ୍କ ମୃତ୍ୟୁ ପରେ ସେ ମୂଲ ଲାଗି…

Continue Readingଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

୪୮୦ ଲିଟଣ ଦେଶୀମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ଶୁକ୍ରବାର ଏକ ଅଟୋ(ଓଡି୧୯-୮୫୮୬)ସହ ୪୮୦ ଲିଟର ଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ଢେଙ୍କାନାଳ ଜିଲ୍ଲା…

Continue Reading୪୮୦ ଲିଟଣ ଦେଶୀମଦ ଜବତ, ଜଣେ ଗିରଫ

୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

ଅନୁଗୁଳ: ଖମାର ଥାନା ମୁଣ୍ଡୁରୀବେଡ଼ା ଗାଁ ବେଲଗୁଡ଼ାସାହିରେ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି। ପାରିବାରିକ କଳହ ଯୋଗୁ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ଜଣାଯାଇଛି। ପୋଲିସର ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାରିବାରିକ କଳହକୁ…

Continue Reading୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅବ୍ୟବସ୍ଥାକୁ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ମାମୁ ଘରେ ପଶି ମା’ ଓ ମାମୁଙ୍କୁ ପନିକିରେ ମରଣାତ୍ମକ ଆକ୍ରମଣ, ଭଣଜା ଗିରଫ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ନୂଆହତା ଗାଁରେ ଭଣଜା ଆକ୍ରମଣରେ ମାମୁ ଓ ମା' ଗୁରୁତର ହୋଇଛନ୍ତି। ବଅଁରପାଳ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପିଙ୍ଗୁଆ ଗାଁର ସଞ୍ଜୟ ସାମଲ ନୂଆହତା ସ୍ଥିତ ମାମୁ ଘରକୁ ଆସି ମାମୁ…

Continue Readingମାମୁ ଘରେ ପଶି ମା’ ଓ ମାମୁଙ୍କୁ ପନିକିରେ ମରଣାତ୍ମକ ଆକ୍ରମଣ, ଭଣଜା ଗିରଫ

ମହାପ୍ରୟାଣ ଅଚଳ ଲୋକେ ଦହଗଞ୍ଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବୁହା ଗାଡ଼ି ମହାପ୍ରୟାଣ ଗତ ସପ୍ତାହେ ହେଲା ଅଚଳ ହୋଇ ପଡ଼ିଛି। ସରକାରୀ ଫାଇଲ ହିସାବରେ ଏମ୍ଭିଆଇ ପାଖକୁ ଚିଠି ଲେଖା ଯାଇଛି। ସେଠାରୁ ଗାଡ଼ି ମରାମତି ନେଇ ଅନୁମୋଦନ ଚିଠି ଆସିଲେ…

Continue Readingମହାପ୍ରୟାଣ ଅଚଳ ଲୋକେ ଦହଗଞ୍ଜ

ନିଯୁକ୍ତି ନାଁରେ ୪ ଲକ୍ଷ ଟଙ୍କାର ଠକେଇ, ଜଣେ ଗିରଫ

ଅନୁଗୁଳ: ବ୍ରହ୍ମପୁରର ସଞ୍ଜୟ କୁମାର ସାହୁ ନାମକ ଜଣେ ବିଟେକ୍ ଇଞ୍ଜନିୟରଙ୍କୁ ନିଯୁକ୍ତି ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୋଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି। ସୂଚନା ମୁତାବକ,…

Continue Readingନିଯୁକ୍ତି ନାଁରେ ୪ ଲକ୍ଷ ଟଙ୍କାର ଠକେଇ, ଜଣେ ଗିରଫ

ଦେଶୀମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ୨ ଜଣଙ୍କୁ ଗିରଫକରିଛି। ସୂଚନା ଯେ, ଗୁରୁବାର ମୋଟର ଯାନ ଯାଞ୍ଚ ବେଳେ ଏକ ବାଇକରେ ୩୦ ଲିଟର ଦେଶୀମଦ ନେଇ ତାଳଚେର ଥାନା ଅନ୍ତର୍ଗତ କନ୍ଧବେରେଣୀ…

Continue Readingଦେଶୀମଦ ଜବତ, ୨ ଗିରଫ

ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଅଧିଷ୍ଠିତ ହୋଇଥିବାରୁ ଗୁରୁବାର ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ତରଫରୁ ରାଜା ଛକ ଠାରେ ବିଜୟ ଉତ୍ସବ ପାଳିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ…

Continue Readingରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି

ସାଙ୍ଗ ହୋଇ ଫୁଲ ତୋଳିଲେ ସୁନଚେନ୍ ଝାମ୍ପିନେଲେ

ଅନୁଗୁଳ: ଗୁରୁବାର ବଡି ଭୋର୍ ସମୟରେ ତାମରିତ୍ କଲୋନୀ ନିକଟ ଶୀତଳ ବିହାରରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଦୁର୍ବୃତ୍ତ ନେଇଯାଇଥିବା ଜଣା ପଡ଼ିଛି। ସୂଚନା ଅନଯାୟୀ, ସତୁରୀ ବର୍ଷ ବୟସ୍କ ବୃଦ୍ଧା କିରଣବାଳା ଦାଶ ଭୋର୍ ୫:୩୦ ସମୟରେ…

Continue Readingସାଙ୍ଗ ହୋଇ ଫୁଲ ତୋଳିଲେ ସୁନଚେନ୍ ଝାମ୍ପିନେଲେ