ସାତକୋଶିଆ ମହୋତ୍ସବ ଉଦଯାପିତ

ଅନୁଗୁଳ: ସଭାଘରେ ଚାଲିଥିବା ତିନି ଦିନିଆ ସାତକୋଶିଆ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଯୋନ ସାଂସ୍କୃତିକ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଇନ୍ଦରଜିତ ସିଂହ ଗ୍ରୋଭର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ନୃତ୍ୟ ସଙ୍ଗୀତ ଓ ଚିତ୍ରକଳା…

Continue Readingସାତକୋଶିଆ ମହୋତ୍ସବ ଉଦଯାପିତ

ବର୍ଷାନ୍ତ ପଥୋତ୍ସବ: ରାସ୍ତାରେ ମନ ଭରି ନାଚିଲେ, ଗାଇଲେ, ଝୁମିଲେ ଅନୁଗୁଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରଥମ ଥର ପାଇଁ ଆଜି ଚାରିଟି ଉପଖଣ୍ଡରେ ଆୟୋଜିତ ହୋଇଛି ରାହାଗିରି ବା ପଥୋତ୍ସବ। ଏ ଅବସରରେ ଶୀତ ସକାଳର ଥଣ୍ଡା ପବନକୁ ଖାତିର ନ କରି ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ରାସ୍ତା ଉପରେ…

Continue Readingବର୍ଷାନ୍ତ ପଥୋତ୍ସବ: ରାସ୍ତାରେ ମନ ଭରି ନାଚିଲେ, ଗାଇଲେ, ଝୁମିଲେ ଅନୁଗୁଳବାସୀ

ପୋଲିସ କବ୍‌ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ

ତାଳଚେର: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍ କରୁଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଏକ ସ୍କ୍ୱାର୍ଡ ଗଠିତ କରି ତାଳଚେର ସମେତ ଛେଣ୍ଡିପଦା, ଅନୁଗୁଳ, ବଅଁରପାଳ, ବିକ୍ରମପୁର ଥାନା ଅଞ୍ଚଳରେ ଆତଙ୍କ ରଚୁଥିବା ଏହି ଅଭିଯୁକ୍ତଙ୍କୁ…

Continue Readingପୋଲିସ କବ୍‌ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ

୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ‍୍ରତାରଣା ଅଭିଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ହେଲେ ବଡ କେରଜାଙ୍ଗର ଲିପୁ ବିଶ୍ବାଳ (୨୪)। ପୋଲିସ ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ…

Continue Reading୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଆୟୋଜିତ

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ଡିଏଭି ପବ୍ଲିକ ସ୍କୁଲରେ ରଜତ ଜୟନ୍ତୀ ଉପଲକ୍ଷେ ପୁସ୍ତକ ମେଳା ଆୟୋଜିତ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପୁସ୍ତକ ମେଳାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ବୁଲି ଦେଖିବା ସହିତ ଅନେକ ପୁସ୍ତକ…

Continue Readingଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଆୟୋଜିତ

ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…

Continue Readingଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପି(ମହିଳା ଓ ପୁରୁଷ) ଅନୁଷ୍ଠିତ ହେବ। ପ୍ରାୟ ୯୧୦ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୁଳ। ସୂଚନା ଯେ, ଅନୁଗୁଳ ଜିଲା ପ୍ରଶାସନ ଓ କଟକ…

Continue Readingଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁ ରାମେଶ୍ବର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି। ସୂଚନା ଯେ, ଗାଁର ସୁଜିତ କୁମାର ଦାଶ ସପରିବାର ତାଙ୍କ ପୈତୃକ ଗାଁକୁ…

Continue Readingଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ। ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ…

Continue Readingଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

ଅନୁଗୁଳ: ସଭାଘର ପରିସରରେ ଆୟୋଜିତ ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଜଗନ୍ନାଥ ଓ ଓଡିଶୀ ନୃତ୍ୟ ପାଇଁ ଆମ ରାଜ୍ୟର ସାରା ବିଶ୍ୱରେ ପରିଚୟ ରହିଛି ବୋଲି ଶ୍ରୀ ରାୟ ନିଜ…

Continue Readingସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା