ହାଇକୋର୍ଟ କ୍ୟାଲେଣ୍ଡରରେ ଅନୁଗୁଳର କୁନି ଚିତ୍ରକରଙ୍କ ଛବି

ଅନୁଗୁଳ: ନିକଟରେ ଓଡିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର ମୁଖ୍ୟ ବିଚାରପତି ଏସ. ମୁରଲୀଧରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ସ୍ଥାନିତ ୧୨ଟି ଚିତ୍ର ଚୟନ ପାଇଁ ଗତ ନଭେମ୍ବର ୧୨ ତାରିଖରେ ସବୁ ଜିଲ୍ଲା କୋର୍ଟ ପକ୍ଷରୁ ଏକ ପ୍ରତିଯୋଗୀତା…

Continue Readingହାଇକୋର୍ଟ କ୍ୟାଲେଣ୍ଡରରେ ଅନୁଗୁଳର କୁନି ଚିତ୍ରକରଙ୍କ ଛବି

ଭକ୍ତଙ୍କ ଦାନ….. କିଏ କେମିତି

ଅନୁଗୁଳ: ଶୀତୁଆ ସକାଳରେ ଅନୁଗୁଳର ଏକ ଚା' ଖଟିରେ ମୂଲିଆ ଜଣେ ବିଷର୍ଣ୍ଣ ବଦନରେ ଚା' ପିଉଥିବା ଦେଖି ପଚାରିଲୁ - ଭାଇ ମନ କାଇଁ ଉଣା କରିଛ? ଭାଇ ଉତ୍ତର ଦେଲେ, କଣ କହିବି ଆଜ୍ଞା ଏଇ ପାଖ ମନ୍ଦିରର…

Continue Readingଭକ୍ତଙ୍କ ଦାନ….. କିଏ କେମିତି

ପୌରପାଳିକାକୁ ଆସିଲା ଆଣ୍ଟି ସ୍ମୋକ କ୍ୟାନନ

ଅନୁଗୁଳ: ଅନୁଗୁଳ ସହର ରାଜ୍ୟର ଅନ୍ୟତମ ପ୍ରଦୂଷିତ ଓ ଧୂଳି ବହୁଳ ଅଞ୍ଚଳ। ଧୂଳି ଯୋଗୁଁ ଅନେକ ପ୍ରକାରର ରୋଗ ମଧ୍ୟ ବ୍ୟାପୁଛି। ତେଣୁ ଜିଲ୍ଲା ପ୍ରଦୂଷଣ ବୋର୍ଡର ପରାମର୍ଶ କ୍ରମେ ଅନୁଗୁଳ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି କିଣା…

Continue Readingପୌରପାଳିକାକୁ ଆସିଲା ଆଣ୍ଟି ସ୍ମୋକ କ୍ୟାନନ

ପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଚଳିତବର୍ଷ ଗାଁରେ ଭଲ ଧାନ ଫସଲ ହୋଇନାହିଁ। ଏ ନେଇ ସୋମବାର ବିଜେପି ନେତା ଅଶୋକ…

Continue Readingପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନିର୍ମାଣାଧୀନ କ୍ବାର୍ଟରରେ ଝୁଲନ୍ତା ଶବ ହତ୍ୟା ନା ଆତ୍ମହତ୍ୟା !

ଅନୁଗୁଳ: ଅନୁଗୁଳ ମେଡିକାଲର ନିର୍ମାଣାଧୀନ କ୍ୱାର୍ଟର ଭିତରୁ ଆଜି ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ନାମ ଫଗୁ ମହନ୍ତ ବୋଲି ପ୍ରାଥମିକ ସୂଚନା ମିଳିଛି। ତା ଘର ଦେବଗଡ ବାରକୋଟ ଅଞ୍ଚଳରେ ବୋଲି ଜଣାପଡିଛି। ସେ ଦୁଇ ମାସ…

Continue Readingନିର୍ମାଣାଧୀନ କ୍ବାର୍ଟରରେ ଝୁଲନ୍ତା ଶବ ହତ୍ୟା ନା ଆତ୍ମହତ୍ୟା !

ହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା

ଅନୁଗୁଳ : ଅନୁଗୁଳ ସହରର ସର୍କିଟ୍ ହାଉସ ସାମ୍ନାରେ ହାଇଡ୍ରା ଧକ୍କା ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ସୁସୁଡା ଗାଁର ହରିହର ମିଶ୍ରଙ୍କ ଝିଅ ଟ୍ୱିଙ୍କିଲ ମିଶ୍ର (୧୭) ସାଇକେଲ୍ ଯୋଗେ ଅମଲାପଡାରୁ ଗାଁକୁ ଫେରୁଥିଲେ।…

Continue Readingହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା

ଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଶିବ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡିକୁ କେହି ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ କେହି ଦୁର୍ବୃତ୍ତ ହୁଣ୍ଡିକୁ ଭାଙ୍ଗି ନେଇଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ସୂଚନା…

Continue Readingଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

ଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତଃ ବିଭାଗୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 'ଜିନ୍ଦଲ ପାନ୍ଥର୍ କପ୍ ୨୦୨୨' ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ…

Continue Readingଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

ଉତ୍କଳ ଗୋପାଳ ସମାଜର ପ୍ରଥମ ବୈଠକ: ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ

ଅନୁଗୁଳ : ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ରଠାରେ ଅନୁଗୁଳ ଗୋପାଳ ସମାଜ ଶାଖା ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣେନ୍ଦୁ ଭୂତିଆଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗୋପାଳ ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ କିପରି ତୃଣମୂଳ…

Continue Readingଉତ୍କଳ ଗୋପାଳ ସମାଜର ପ୍ରଥମ ବୈଠକ: ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ

ସକାଳୁ କାମକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ରାଇକଝରଣ ପଞ୍ଚାୟତର ଧୋବାମଳିହା ପ୍ରାଥମିକ ବିଦ୍ୟାଳୟ ନିକଟରୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ମୁତାବକ, ଧୋବାମଳିହା ନିକଟରେ ଉତ୍କଳ ଡି କୋଲ ବ୍ଲକରେ ମଇତ୍ରୀ କମ୍ପାନୀ ପକ୍ଷରୁ…

Continue Readingସକାଳୁ କାମକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ