ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର(ଏଡିୟୁଜେ) ନୂତନ ପଦାଧିକାରୀ ଚୟନ: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ନେଲେ ବୀରେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର(ଏଡିୟୁଜେ) ପୂର୍ବତନ ସଭାପତି ସୁବାସ ସାହୁଙ୍କ ଉପସ୍ଥିତିରେ ଆଜି ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି। କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ସରକାରୀ ଓକିଲ ପରମାନନ୍ଦ ମିଶ୍ର ଉପସ୍ଥିତି ଥିଲେ। ଏ ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର(ଏଡିୟୁଜେ) ନୂତନ ପଦାଧିକାରୀ ଚୟନ: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ନେଲେ ବୀରେନ୍ଦ୍ର ପ୍ରଧାନ

ପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ପକ୍ଷରୁ ଆୟୋଜିତ ଆନ୍ତଃ-ବିଭାଗୀୟ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ ସୁରକ୍ଷା ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଟିମ୍ ଡେୟାରଡେଭିଲ୍…

Continue Readingପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

ଅନୁଗୁଳ : ବୁଧବାର ଭୋରରୁ ଅନୁଗୁଳ ଜିଲ୍ଲାର ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗାଁରେ ଅଗ୍ନିକାଣ୍ଡ ଘଟି ଜଣକ ଘର ପୋଡ଼ିଯାଇଛି। ସୂଚନା ମୁତାବକ, ସକାଳ ପ୍ରାୟ ୪ଟା ବେଳେ ତାଳପଦାର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା।…

Continue Readingଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଓ କର୍ମୀ

ଅନୁଗୁଳ: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ତଥା ଧାନମଣ୍ଡିର ସମସ୍ୟାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ…

Continue Readingଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଓ କର୍ମୀ

ପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

ଅନୁଗୁଳ: ଚଳିତ ବର୍ଷ ନୃତ୍ୟ ନିଳୟର ଓଡିଶୀ ନୃତ୍ୟାଙ୍ଗନା ମାନେ ଗଣତନ୍ତ୍ର ଦିବସରେ ଯେତେବେଳେ ରାଜପଥରେ ନୃତ୍ୟ ପରିବେଷଣ କରିଥିଲେ ସେତେବେଳେ କରତାଳିରେ ଫାଟି ପଡିଥିଲା ପ୍ୟାରେଡ଼ ସ୍ଥଳ। ଆସନ୍ତା ବର୍ଷ ପୁଣି ଅନୁଗୁଳ ଝିଅ କମାଲ ଦେଖାଇବେ। ଅନୁଗୁଳ ଆଦୃତା…

Continue Readingପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

ବଅଁରପାଳ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୂମିପୂଜନ ଓ ଶିଳାନ୍ୟାସ କଲେ ସାଂସଦ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ମୁଖ୍ୟ ଅତିଥିଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଭୂମି ପୂଜନ କରିଛନ୍ତି। ସାଂସଦ ବଳରାମପ୍ରସାଦ ପଞ୍ଚାୟତର ଅମାନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,…

Continue Readingବଅଁରପାଳ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୂମିପୂଜନ ଓ ଶିଳାନ୍ୟାସ କଲେ ସାଂସଦ

ମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଭୁବନପୁର ଗାଁରେ ଥିବା ଏକ ହଷ୍ଟେଲ ଭିତରୁ ୩ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ…

Continue Readingମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ଦେହୁରୀ ସାହିରେ ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଆତଙ୍କିତ ଅଛନ୍ତି। ସୂଚନାଯୋଗ୍ୟ ଯେ ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲା ଆମ୍ବ ତୋଟା ଦିଗରୁ ତୁରଙ୍ଗ ଦେହୁରୀ ସାହି ବାଉଁଶ ପୋଖରୀ…

Continue Readingତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆଜିର ଉଦଘାଟନୀ ମ୍ୟାଚ ଓଡିଶା ପୋଷ୍ଟାଲ ଓ ସୋଲାର ପାୱାର କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୋଷ୍ଟାଲ ଦଳ ପ୍ରଥମେ…

Continue Readingଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଟ୍ରକ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ…

Continue Readingଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର