ଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ତାଳଚେର/ଅନୁଗୁଳ : ତାଳଚେର ବ୍ଲକ ବହ୍ଲର ଛକ ଠାରୁ ଥର୍ମାଲ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ଵର ଡ୍ରେନର ପୁନରୁଦ୍ଧାର ନିମନ୍ତେ ଶନିବାର ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଗତ ୧୦…

Continue Readingଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଏଣିକି ମୁଢ଼ି ଉପରେ ଲାଗିବ ଜିଏସଟି: ଚୁଡ଼ା, ଖଇ ଓ ଲିଆକୁ ପ୍ୟାକ୍ କରି ବିକିଲେ ଦେବାକୁ ହେବ ଟ୍ୟାକ୍ସ

ଅନୁଗୁଳ: ଏବେ ମୁଢି କିଣିଲେ ବି ଦେବାକୁ ହେବ ଜିଏସଟି। ଏ ନେଇ ଜିଏସଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଣିକି ୫% ଜିଏସଟି ଲାଗିବ। ମୁଢି, ଚୁଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫…

Continue Readingଏଣିକି ମୁଢ଼ି ଉପରେ ଲାଗିବ ଜିଏସଟି: ଚୁଡ଼ା, ଖଇ ଓ ଲିଆକୁ ପ୍ୟାକ୍ କରି ବିକିଲେ ଦେବାକୁ ହେବ ଟ୍ୟାକ୍ସ

ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ବିଭୂପ୍ରସାଦ ତରାଇ ଏବଂ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କୁ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନା ମୁତାବକ, ଏସସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ…

Continue Readingରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

ମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଝିଆରୀ ଜ୍ବାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ଗାଁର ସୁନିଲ ନାଏକ(୨୭) ୨ ବର୍ଷ ହେବ ଅନୁଗୁଳ ଟାଉନ୍ ଥାନା ଅଞ୍ଚଳରେ…

Continue Readingମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

ଅନୁଗୁଳ: ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଚିନ୍ମୟୀ ଦାସ ଆଜି ଅନୁଗୁଳ ମେଡ଼ିକାଲ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିରାମୟ…

Continue Readingଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

ଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

ଅନୁଗୁଳ : ବ‌ଅଁରପାଳ ବ୍ଲକ ଫୁଲପଡା-ତଳମୂଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଜମି ରହିଛି ବର୍ଷା ଜଳ। ଫଳରେ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିବା ବେଳେ କିଛି…

Continue Readingଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

ବିଶ୍ଵ ସର୍ପ ଦିବସ: ବିଷ ନୁହେଁ ଅନ୍ଧବିଶ୍ୱାସ ଯୋଗୁଁ ମୃତ୍ୟୁ ବଢୁଛି

ଅନୁଗୁଳ: ସଂପ୍ରତି ଅନୁଗୁଳ ଜିଲ୍ଲାରେ ସର୍ପଘାତରେ ଯେତେ ଲୋକ ମରୁନାହାନ୍ତି ଅନ୍ଧବିଶ୍ୱାସ କାରଣରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆଜି ବିଶ୍ଵ ସର୍ପ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ଜିଲ୍ଲାର ଦୁର୍ଗମ…

Continue Readingବିଶ୍ଵ ସର୍ପ ଦିବସ: ବିଷ ନୁହେଁ ଅନ୍ଧବିଶ୍ୱାସ ଯୋଗୁଁ ମୃତ୍ୟୁ ବଢୁଛି

ଜମି ଅଧିଗ୍ରହଣ ପରେ ନତଡ଼ାରେ କୃତ୍ରିମ ବନ୍ୟା ସ୍ଥିତି, ଗ୍ରାମବାସୀଙ୍କ ଅବସ୍ଥା ବେହାଲ

ଅନୁଗୁଳ: ଏମସିଏଲର ଜମି ଅଧିଗ୍ରହଣ ପରେ ସ୍ଥାନୀୟ ନତଡ଼ାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଗ୍ରାମବାସୀଙ୍କ ଅବସ୍ଥା ବେହାଲ। ସୂଚନା ମୁତାବକ, ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତର କିଛି ଜମିକୁ ଏମସିଏଲ କୋଇଲା ପରିବହନ ପାଇଁ…

Continue Readingଜମି ଅଧିଗ୍ରହଣ ପରେ ନତଡ଼ାରେ କୃତ୍ରିମ ବନ୍ୟା ସ୍ଥିତି, ଗ୍ରାମବାସୀଙ୍କ ଅବସ୍ଥା ବେହାଲ

ରେଳ ବିଭାଗରୁ ପଦବୀ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: କେନ୍ଦ୍ର ସରକାର ରେଳ ବିଭାଗରେ ପୂର୍ବରୁ ଥିବା ନବେ ହଜାର ପଦବୀ ଉଚ୍ଛେଦ କରିବା ନିଷ୍ପଭିକୁ ତୁରନ୍ତପ୍ରତ୍ୟାହାର କରିବା ଏବଂ ରେଳ ବିଭାଗର ଘରୋଇକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଅନ୍ ଏମ୍ପ୍ଲଏଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ଅନୁଗୁଳ…

Continue Readingରେଳ ବିଭାଗରୁ ପଦବୀ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ପ୍ରଦାନ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଶୁକ୍ରବାର ସକାଳେ ଏକ ବାଇକ୍ ଚୋରି ହୋଇଛି। ସୂଚନା ଯେ, ଗାଁର ଆକାଶ ମହାନ୍ତି ସକାଳେ ବଜାରରୁ ପରିବା କିଣି ଘରକୁ ଫେରିଥିଲେ। ଘର ସାମ୍ନାରେ ବାଇକ୍ରଖି ଘରଭିତରକୁ ଯାଇଥିଲେ।…

Continue Readingବାଇକ୍ ଚୋରି ଅଭିଯୋଗ