ଏଲ୍‌ପିଜିଠାରୁ ଆରମ୍ଭ କରି ପାନ୍‌-ଆଧାର ସଂଯୋଗ ଯାଏ, ଆଜିଠୁ ବଦଳୁଛି ବହୁ ଗୁରୁତ୍ୱପୂର୍ଣ୍ଣ ନିୟମ

ଅନୁଗୁଳ: ଆଜିଠୁ ଦେଶରେ ବଦଳୁଛି ଅନେକ ନିୟମ।ଏସବୁ ନିୟମ ପରିବର୍ତ୍ତନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ, କ୍ରିପ୍ଟୋରେ ନିବେଶ,…

Continue Readingଏଲ୍‌ପିଜିଠାରୁ ଆରମ୍ଭ କରି ପାନ୍‌-ଆଧାର ସଂଯୋଗ ଯାଏ, ଆଜିଠୁ ବଦଳୁଛି ବହୁ ଗୁରୁତ୍ୱପୂର୍ଣ୍ଣ ନିୟମ

ଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

ଅନୁଗୁଳ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆଜି ଅନୁଗୁଳ ନଗର ବିଜେଡି ପକ୍ଷରୁ ଜିଲ୍ଲା ଟ୍ରେଜରି କାର୍ଯ୍ୟାଳୟ ଗେଟ ସମ୍ମୁଖରେ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଛି। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ…

Continue Readingଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

ଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ଦେବଭୂମି ଜଗନ୍ନାଥ ମନ୍ଦିରଠାରେ ପ୍ରଥମ ରଥ ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପୋଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜିନ୍ଦଲ…

Continue Readingଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ: ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପର୍ବାଣୀ ବନ୍ଦ ରହିବା ପରେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖୀବାକୁ ମିଳିଥିଲା। ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବଡି ଭୋର ସମୟରେ…

Continue Readingଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ ପୌରପାଳିକାର ତୃତୀୟ ବୈଠକ ଅନୁଗୁଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଗୁରୁବାର ପରିଷଦର ତୃତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ଏମ୍ଇ ରବିନ କୁମାର ଦାସ ପ୍ରତିନିଧିତ୍ଵ କରିଥିଲେ।ବୈଠକ ଆରମ୍ଭରେ ପୂର୍ବତନ…

Continue Readingଅନୁଗୁଳ ପୌରପାଳିକାର ତୃତୀୟ ବୈଠକ ଅନୁଗୁଳ

୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଉଚ୍ଛେଦକୁ ବିରୋଧକରି ୨୨ଟି ପରିବାରର ସଦସ୍ୟମାନେ ଗୁରୁବାର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ୱାର୍ଡ ବାସିଙ୍କ ଅଭିଯୋଗ ଅନୁସାରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ବସ୍ତୀକୁ ଉଛେଦ କରାଯିବ ବୋଲି ବିଜ୍ଞପ୍ତି…

Continue Reading୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

ଜମିବାଡ଼ି ପାଇଁ ଆଈଙ୍କୁ ଆକ୍ରମଣ, ନାତି ଗିରଫ

ଅନୁଗୁଳ: ଆଈଙ୍କୁ ଆକ୍ରମଣ କରି ନାତି ଗିରଫ। ଜମିବାଡ଼ି ମାମଲାକୁ ନେଇ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଇଙ୍କରବନ୍ଧର ରେନି ଘଡେଇଙ୍କ ଝିଅ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାରେ ବିବାହ କରିଛନ୍ତି। ଝିଅର…

Continue Readingଜମିବାଡ଼ି ପାଇଁ ଆଈଙ୍କୁ ଆକ୍ରମଣ, ନାତି ଗିରଫ

ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ କିଛି ଦିନ ହେଲା ଅସୁସ୍ଥ ଥିଲେ ମଧ୍ୟ ବନ ବିଭାଗ ତା' ଚିକିତ୍ସା କରିନଥିଲା। ଫଳରେ ଆଜି ତା ମୃତ୍ୟୁ ଘଟିଛି।…

Continue Readingସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ସାମଲଙ୍କ ଚାକିରୀ ଗୁରୁବାର ଶେଷ ହୋଇଛି। ଏଥିପାଇଁ ଆୟୋଜିତ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ…

Continue Readingଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ପ୍ଲାଣ୍ଟ ପରିସରରୁ ତମ୍ବା କେବୁଲ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଶିଶୁ ହାର୍ଟିଂ ବସ୍ତିର ବବୁଲୁ ବେହେରା(୨୨) ଓ…

Continue Readingନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ