ରାଣୀଗୋଡାରେ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗାଁରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ…

Continue Readingରାଣୀଗୋଡାରେ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ

ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ଡିଜି ଟ୍ରାକ ମେସିନ ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ରହୁଥିବା ଭଡ଼ା ଘରୁ ୧୦ ଲକ୍ଷ ଟଙ୍କାର ମେସିନ ଚୋରି ହୋଇଥିବା ନେଇ ମହୀଧରପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ସୂଚନା ମୁତାବକ, ମହୀଧରପୁର ଡାକ ବଙ୍ଗଳା…

Continue Readingତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ଡିଜି ଟ୍ରାକ ମେସିନ ନେଇଗଲେ ଦୁର୍ବୃତ୍ତ

ଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ…

Continue Readingଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ପ୍ରଥମ ଥର ଜିନ୍ଦଲ ନଗରରେ ହେବ ଘୋଷ ଯାତ୍ରା

ଅନୁଗୁଳ: ପ୍ରଥମ ଥର ପାଇଁ ଜିନ୍ଦଲ ଦେବ ଭୂମିରେ ଅନୁଷ୍ଠିତ ହେବ ଘୋଷ ଯାତ୍ରା।  ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧ ତାରିଖ ରଥ ଯାତ୍ରା ଠାରୁ ୧୨ ତାରିଖ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନୀତି…

Continue Readingପ୍ରଥମ ଥର ଜିନ୍ଦଲ ନଗରରେ ହେବ ଘୋଷ ଯାତ୍ରା

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁର ଲିଟିଲ ବେହେରା(୧୯)ଙ୍କୁ ତାଙ୍କ ସ୍ବାମୀ ରାଜ ବେହେରା ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମଙ୍ଗଳବାର ଗିରଫକରିଛି। ସୂଚନା ଯେ, ଲିଟିଲ ବେହେରା ଫେବୃଆରୀ ୨୨ ତାରିଖରେ କିଶୋରନଗର ଥାନା ଅନ୍ତର୍ଗତ ଧଉରାପାଲି…

Continue Readingଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

ଅନୁଗୁଳ: ହିମାଳୟରେ ଚିତ୍ର ଆଙ୍କିଲେ ଓଡ଼ିଆ। ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ ଓ ତାଙ୍କ ଟିମ୍ ହିମାଳୟର ୫୨୬୦ମିଟର ଉଚ୍ଚତାରେ ଭାରତମାତାଙ୍କ ସହ ତ୍ରିରଙ୍ଗା ଚିତ୍ର ଆଙ୍କିଛନ୍ତି। ଗତ ଜୁନ୍ ୧୧ ତାରିଖରେ ଏନଏସି ପକ୍ଷରୁ…

Continue Readingହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ବନ୍ଦ ହେବ ପ୍ଲାଷ୍ଟିକ ବିକ୍ରି

ଅନୁଗୁଳ: ଆସନ୍ତା ଜୁଲାଇ ୧ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉତ୍ପାଦନ ଓ ବିକ୍ରୟ ଉପରେ ରୋକ୍ ଲଗାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏ ନେଇ ଗତ ୧୦ ତାରିଖରେ ବୋର୍ଡ଼ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପରିବେଶ ମନ୍ତ୍ରଣାଳୟର…

Continue Readingଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ବନ୍ଦ ହେବ ପ୍ଲାଷ୍ଟିକ ବିକ୍ରି

ଜାଲ ପ୍ରମାଣପତ୍ର ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ନିଜ ମାର୍କସିଟରେ ଜାଲିଆତି କରି ଚାକିରି କରିଥିବା ଅଭିଯୋଗ ହୋଇଛି। ତେଣୁ ବିକାଶଙ୍କ ବିରୋଧରେ ବିରୋଧରେ ଥାନାରେ ଏତଲା ଦେବାକୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା…

Continue Readingଜାଲ ପ୍ରମାଣପତ୍ର ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦେଶ

ତାଳଚେର ଶକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଳଭଦ୍ରଙ୍କର ରଥ ତାଳଧ୍ଵଜର ଚକ

ଅନୁଗୁଳ: ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀବଳଭଦ୍ରଙ୍କର ତାଳଧ୍ଵଜ ରଥର ଏକ ଚକ ପହଞ୍ଚିଛି। ଆଜି ସକାଳେ ପୁରୀ ଶ୍ରୀମନ୍ଦିରରୁ ଏହି ରଥ ଚକ ତାଳଚେରରେ ପହଞ୍ଚିଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁମାନେ…

Continue Readingତାଳଚେର ଶକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଳଭଦ୍ରଙ୍କର ରଥ ତାଳଧ୍ଵଜର ଚକ

ଅନୁଗୁଳରେ ଖୋଲିବ ଇଗନୌ ର ଆଞ୍ଚଳିକ କେନ୍ଦ୍ର

ଅନୁଗୁଳ: ଆନନ୍ଦର କଥା ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଆଞ୍ଚଳିକ କେନ୍ଦ୍ର ଅନୁଗୁଳରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୨୬.୫.୨୨ ରେ ମେନେଜମେଣ୍ଟ ବୋର୍ଡ଼ର ୧୪୯ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗୃହୀତ ହୋଇଛି। ଅନୁଗୁଳ ସେଣ୍ଟର ଅଧିନରେ…

Continue Readingଅନୁଗୁଳରେ ଖୋଲିବ ଇଗନୌ ର ଆଞ୍ଚଳିକ କେନ୍ଦ୍ର