ବିଜେଡିର ଜନ ସମ୍ପର୍କ ବୈଠକ

ଅନୁଗୁଳ: ଆଜି ବଅଁରପାଳ ସ୍ଥିତ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଜେଡିିର ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ,…

Continue Readingବିଜେଡିର ଜନ ସମ୍ପର୍କ ବୈଠକ

ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

ଅନୁଗୁଳ:  ତାଳଚେର ଥାନା ଅଧୀନସ୍ଥ ବନ୍ତୋଲ ଗାଁ ସ୍କୁଲ ସାହିର ଜଣଙ୍କ ଘରୁ ରବିବାର ରାତିରେ ଚୋରି ହୋଇଛି। ଗାଁର ସୁନୀଲ କୁମାର ରଥଙ୍କ ଶୋଇବା ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଚୋରି ହୋଇଥିବା ନେଇ ସେ…

Continue Readingଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

‘ଆମ ପୁରାଣ ଆମ ସଂସ୍କୃତି ପରିବାର’ରେ ଯୋଗ ଦେଲେ ନୂଆ ସଦସ୍ୟ, ବିଭୂତି ଭୂଷଣ ସାହୁ ହେଲେ ସଭାପତି

ଅନୁଗୁଳ: ତାଳଚେରର ସାଂସ୍କୃତିକ ଅନୁଷ୍ଠାନ 'ଆମ ପୁରାଣ ଆମ ସଂସ୍କୃତି ପରିବାର'ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ନୂତନ କର୍ମକର୍ତ୍ତା ଚୟନ ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ମାନସ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Reading‘ଆମ ପୁରାଣ ଆମ ସଂସ୍କୃତି ପରିବାର’ରେ ଯୋଗ ଦେଲେ ନୂଆ ସଦସ୍ୟ, ବିଭୂତି ଭୂଷଣ ସାହୁ ହେଲେ ସଭାପତି

ବ୍ରାହ୍ମଣ ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ଅଧିବେଶନ

ଅନୁଗୁଳ: ଜିଲ୍ଲା ବ୍ରାହ୍ମଣ ମହାସଂଘର ଦ୍ଵାଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍ ହଲରେ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଶଶାଙ୍କ ଶେଖର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମଗ୍ର ଜିଲ୍ଲାର ଶତାଧିକ ବ୍ରାହ୍ମଣ ଉପସ୍ଥିତ ହୋଇ ବ୍ରାହ୍ମଣ ମାନଙ୍କ…

Continue Readingବ୍ରାହ୍ମଣ ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ଅଧିବେଶନ

ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ନିଶା ଥାନା କୁଦପାଳ ଛକ ନିକଟ ରାସ୍ତାରେ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଜିନ୍ଦଲରୁ ଛେଣ୍ଡିପଦା ଅଭିମୁଖେ…

Continue Readingଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

ଶିକ୍ଷୟିତ୍ରୀଙ୍କ ବିୟୋଗରେ ଶୋକସଭା

ଅନୁଗୁଳ: ବନ୍ତଳା ବେଡା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡ଼ନାୟକଙ୍କ ଅକାଳ ବିୟୋଗରେ ତାଙ୍କ କୋଶଳା ସ୍ଥିତ ବାସ ଭବନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଆଜି ଆୟୋଜିତ ଏହି ସଭାରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ…

Continue Readingଶିକ୍ଷୟିତ୍ରୀଙ୍କ ବିୟୋଗରେ ଶୋକସଭା

ଅନୁଗୁଳ ଟ୍ରକ ମାଲିକ ସଂଘ ବିବାଦ ତେଜିଲା

ଅନୁଗୁଳ: ଜିଲ୍ଲା ଟ୍ରକ ମାଲିକ ସଂଘରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ନେଇ ଏଟିଭି ରେ ଗତ ୨୦ ତାରିଖରେ ଖବର ପ୍ରକାଶିତ ହେବା ପରେ ଆଜି ଏଥିନେଇ ମୁହଁ ଖୋଲିଛନ୍ତି ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ। ଏଟିଭି…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘ ବିବାଦ ତେଜିଲା

ସାମ୍ପ୍ରଦାୟିକତା ବିରୋଧୀ ଆଲୋଚନା ସଭା

ଅନୁଗୁଳ: ସମାଜରୁ ସାମ୍ପ୍ରଦାୟିକ ସମସ୍ୟାର ସମାଧାନ ପାଇଁ ଶନିବାର ସ୍ଥାନୀୟ ବାଜିରାଉତ ଛାତ୍ରାବାସଠାରେ ସାମ୍ପ୍ରଦାୟିକତା ବିରୋଧୀ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ବ୍ରଜବନ୍ଧୁ ସାହୁ ପ୍ରାରମ୍ଭିକ ସୂଚନା…

Continue Readingସାମ୍ପ୍ରଦାୟିକତା ବିରୋଧୀ ଆଲୋଚନା ସଭା

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ହାତୀକୁ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ। ସୂଚନା ଅନୁସାରେ, କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ପୋତି ଦିଆଯାଇଥିଲା। ବନ ବିଭାଗର ୱାଚର,…

Continue Readingମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଶିଶୁ କନ୍ୟାଙ୍କୁ ପନିକିରେ ହାଣି ବାପ ଗିରଫ

ଅନୁଗୁଳ: ଅନୁଗୁଳ ସହରର ତାମରିଟ କଲୋନୀରେ ନିଜର ୫ ବର୍ଷର ଝିଅର ମୁଣ୍ଡକୁ ପନିକିରେ ହାଣିବା ଅଭିଯୋଗରେ ପୁଲିସ ବାପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର ମୁନା ନାଏକ ସପରିବାର ଅନୁଗୁଳ…

Continue Readingଶିଶୁ କନ୍ୟାଙ୍କୁ ପନିକିରେ ହାଣି ବାପ ଗିରଫ