ଛାତ୍ରଛାତ୍ରୀଙ୍କ ସହାୟତା ଟଙ୍କା ଲୁଟୁଛନ୍ତି ଅଧିକାରୀ, ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ଅନୁଗୁଳ: ପାଠ ପଢ଼ିବାକୁ ସରକାର ଦେଉଥିବା ଆର୍ଥିକ ସହାୟତାକୁ ଲୁଟୁଛନ୍ତି ଅଧିକାରୀ। ଆଉ ମାଗିଲେ ଦାବି କରୁଛନ୍ତି ଲାଞ୍ଚ। ଆଜି ଏଭଳି ଏକ ଅଭିଯୋଗ ନେଇ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବଅଁରପାଳ ବ୍ଲକ କାଣ୍ଡସର ଗାଁର ତ୍ରିନାଥ ଚରଣ…

Continue Readingଛାତ୍ରଛାତ୍ରୀଙ୍କ ସହାୟତା ଟଙ୍କା ଲୁଟୁଛନ୍ତି ଅଧିକାରୀ, ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ଟ୍ରକ ମାଲିକ ସଂଘରେ ୧୪ ଲକ୍ଷ ଟଙ୍କାର ଅନିୟମିତତା

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ପ୍ରାୟ ୧୪ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷ ଆୟ ବ୍ୟୟର ଅଡିଟ କରାଇବା ପାଇଁ ଦଲିଲ ପ୍ରସ୍ତୁତ ବେଳେ ଏହି ବିପୁଳ ଆର୍ଥିକ ଅନିୟମିତତା ପଦାକୁ ଆସିଥିଲା।…

Continue Readingଟ୍ରକ ମାଲିକ ସଂଘରେ ୧୪ ଲକ୍ଷ ଟଙ୍କାର ଅନିୟମିତତା

ଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ…

Continue Readingଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

ଅନୁଗୁଳ: ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଅନୁଗୁଳ ପତଞ୍ଜଳି ଯୋଗ ସମିତି ଦ୍ବାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଆଜି ସକାଳେ ସ୍ଥାନୀୟ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ସ୍ବାସ୍ଥ୍ୟ ଓ…

Continue Readingଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

ଶିଶୁ କନ୍ୟାଙ୍କୁ ଅଶାଳିନ ବ୍ୟବହାର କରି ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଜଣେ ସାଢ଼େ ୫ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅଶାଳିନ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ୧୪ ବର୍ଷର ଜଣେ ନାବାଳକ ଶିଶୁ କନ୍ୟାଙ୍କୁ ଚକୋଲେଟ…

Continue Readingଶିଶୁ କନ୍ୟାଙ୍କୁ ଅଶାଳିନ ବ୍ୟବହାର କରି ନାବାଳକ ଗିରଫ

ବେକରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ସହରର ମିଶ୍ରପଡ଼ାରେ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ମିଶ୍ରପଡ଼ାର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଘରେ ଜଣେ ଶ୍ରମିକ ଶ୍ରେଣୀର ସ୍ବାମୀ ସ୍ତ୍ରୀ ଭଡ଼ାରେ ରହୁଥିଲେ। ତେବେ ରବିବାର ସକାଳେଦେଖିଲା ବେଳକୁ ଘର ପଛପାଖରେ…

Continue Readingବେକରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଅନୁଗୁଳ: ଆଜି ଅପରାହ୍ନରେ ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗାଁରେ ହୋଇଥିବା ପବନ ବର୍ଷାରେ ଏକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଜଣଙ୍କ ଘର ଉପରେ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ସୂଚନା ମିଳିଛି।…

Continue Readingବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ। ଆଜି ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଖଇରବେରେଣି ଗାଁର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ ବୋଲି ଜଣାଯାଇଛି। ସୂଚନା…

Continue Readingଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ସମବାୟ ଭୋଟ

ଅନୁଗୁଳ: ସମବାୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଏହା ପରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ପ୍ରାୟ ସାଢେ ୭ ବର୍ଷର…

Continue Readingଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ସମବାୟ ଭୋଟ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଶନିବାର ସକାଳେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମୌସୁମୀ ବର୍ଷାରେ ଅଧିକ ପାଣି ଆସି…

Continue Readingଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ