ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ!

ଭୁବନେଶ୍ୱର: ଏଣିକି ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଯାତ୍ରୀଙ୍କୁ ମାସକୁ ଅଧିକ ଟିକେଟ ବୁକିଂ କରିବାର ସୁଯୋଗ ମିଳିବ। ରେଳ ବିଭାଗ ପକ୍ଷରୁ ମାସିକ ଟିକେଟ ବୁକିଂ ସୀମାକୁ ଦୁଇ ଗୁଣ ବୃଦ୍ଧି କରାଯାଇଛି। ଯେଉଁମାନଙ୍କ ୟୁଜର ଆଇଡି ସହ ଆଧାର…

Continue Readingଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ!

ବଟି ମାଗି ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆଠାରେ ଥିବା ଗେଲ୍ ଇଣ୍ଡିଆ ସାଇଟ ଅଫିସରେ ଦାଦାବଟି ମାଗି ୨ ଜଣ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ପିଙ୍ଗୁଆ ଗାଁର ସିଦ୍ଧାର୍ଥ ସିଂହ ଓ ଗୋବର୍ଦ୍ଧନ ନାଏକ ମଙ୍ଗଳବାର ସକାଳେ…

Continue Readingବଟି ମାଗି ୨ ଗିରଫ

ଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଚାଲିଛି। ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣରୁ ଉର୍ଦ୍ଧ୍ଵରେ ରହି ଜାତୀୟ ରାଜନୀତି ସର୍ବସ୍ପର୍ଶୀ, ସର୍ବ ସମାବେଶୀ,ବିକାଶବାଦର ଜୟଯାତ୍ରାରେ ପରିଣତ…

Continue Readingଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଅନୁଗୁଳ:ଦୀର୍ଘଦିନ ଧରି ଉଠା ଫଳ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ସେମାନଙ୍କୁ ହଟାଇ ଦିଆଯାଇଛି। ଅନୁଗୁଳ ପୋଷ୍ଟ ଅଫିସ ସାମନା, ବସ ଷ୍ଟାଣ୍ଡ ଭିତରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଠେଲାରେ ବିକୁଥିବା…

Continue Readingଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଜମି ଅଧିକରଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଗେଇଲା ଓଭରବ୍ରିଜ କାମ

ତାଳଚେର: ଜମି ଅଧିଗ୍ରହଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଜି ତାଳଚେର ଥର୍ମାଲ ନିକଟସ୍ଥ ଓଭରବ୍ରିଜ କାମ ଆଗେଇଛି। ସୂଚନାନୁଯାୟୀ, ୨୦୧୫ ମସିହାରୁ ତାଳଚେର ଥର୍ମାଲ ଅନ୍ତର୍ଗତ ଦିଘି ଗାଁ ପାଖରେ ଓଭରବ୍ରିଜ୍ କାମ ବନ୍ଦ ପଡ଼ିଥିଲା। କିନ୍ତୁ ଏବେ…

Continue Readingଜମି ଅଧିକରଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଗେଇଲା ଓଭରବ୍ରିଜ କାମ

ସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ସ୍ଥାନୀୟ ମାନବ ସେବାଶ୍ରମର ମୁଖ୍ୟ ଚିନ୍ମୟୀ ଦାସଙ୍କୁ ଡାକ୍ତରଖାନାରେ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଚିନ୍ମୟୀ ଦାସ ଆଶ୍ରମର ଜଣେ ମହିଳା ଅନ୍ତେବାସୀ ରେଣୁବାଳା ସାହୁ(୭୦) ଙ୍କୁ ଅସୁସ୍ଥ ଅବସ୍ଥାରେ…

Continue Readingସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ…

Continue Readingଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୋମବାର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସ୍ଥାୟୀ ସଭାପତି ତଥା ଭୁବନେଶ୍ୱରର ଏସିପି ମାନସ ରଞ୍ଜନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ…

Continue Readingବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ

ଅନୁଗୁଳ: ରାଜ୍ୟ ସରକାର ଶତାଧିକ ପୁଲିସ ସବ୍-ଇନିସ୍ପେକ୍ଟରଙ୍କର ଇନିସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥିବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନିସ୍ପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ…

Continue Readingପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ

ଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’

ଅନୁଗୁଳ: ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତଥା ଅନୁଗୁଳ ପୌରପାଳିକା ପକ୍ଷରୁ ଏକ ଇକୋ ଫ୍ରେଣ୍ଡଲି ଆଉଟ ଲେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅମଲାପଡ଼ା ଥାର୍ଡ ଲାଇନରେ ଖୋଲିବାକୁ ଥିବା ଏହି ବହୁମୁଖୀ ଆଉଟଲେଟ ଖାଲି ଜିଲ୍ଲା…

Continue Readingଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’