ଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ଅନୁଗୁଳ: ସହର ଉପକଣ୍ଠ ସୁସୁଡ଼ା ନବକୃଷ୍ଣ ଚୌଧୁରୀ ଖେଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଚତୁର୍ଦ୍ଦଶ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୮ଟି ଦଳ ଭାଗ ନେବେ। ସାଇ ଇଲେଭେନ୍ ଭୁବନେଶ୍ୱର,…

Continue Readingଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍ ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ଅନୁଗୁଳ: ଜଣେ ୧୭ ବର୍ଷର ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଥିବା ମାମଲାର ବିଚାରକରି ଶନିବାର ଅଭିଯୁକ୍ତ ଯୁବକଙ୍କୁ ଅନୁଗୁଳ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପିଆର ବୋହିଦାର ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

Continue Readingନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍ ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ୧୨୫ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଅନୁଗୁଳ: ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଛି। ଏ ଅବସରରେ ଦାଖଲ ହୋଇଥିବା ମୋଟ୍ ୧୨୫ଟି ଅଭିଯୋଗରୁ ୧୦୧ଟି ବ୍ୟକ୍ତିଗତ ଓ ୨୪ଟି ଗ୍ରାମ୍ୟ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ୧୨୫ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଚିନ୍ମୟୀ

ଅନୁଗୁଳ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ରାଜଭବନ ପରିସରରେ ରାଜ୍ୟର କିଛି ପ୍ରତିଭାସଂପନ୍ନ ବ୍ୟକ୍ତିବିଶେଷଙ୍କ ସହ ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ଅପରାହ୍ନ ସାଢେ ଚାରିଟାରେ ଆୟୋଜିତ ଏହି ବୈଠକରେ…

Continue Readingରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଚିନ୍ମୟୀ

ଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସକୁ ମିଳିଲା ନୂଆ ସଭାପତି। ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ। ଓଡ଼ିଶା କଂଗ୍ରେସର ମଙ୍ଗ ଏବେ ତାଙ୍କ ହାତରେ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ…

Continue Readingଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

ଅନୁଗୁଳ: ସ୍ଥାନୀୟ କଙ୍ଗୁଳା-ବେନ୍ତପୁର ପଞ୍ଚାୟତର ନୂଆସାହି ଗାଁରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଲିଟୁ ସାହୁ (୩୪)। ମିଳିଥିବା ସୂଚନା ଅନୁସାରେ, ଗାଁର ଭିନ୍ନକ୍ଷମ ଦୁଷ୍ମନ୍ତ ସାହୁ (୨୨) ମାସେ ହେବ ଗାଁରେ ଏକ ପାନ ଦୋକାନ…

Continue Readingସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର: ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଜର ଗୋଟାଳୀ ବୋଲି ଜଣାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଜି…

Continue Readingକୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ କୁମ୍ଭାର ସାହି ଗାଁରେ କୂଅରେ ଗଳି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି କୁମ୍ଭାର ସାହିର ପ୍ରାଣବନ୍ଧୁ ଦାସ (୮୦)। ରବିବାର ବିଳମ୍ବିତ ରାତିରେ ସେ କୂଅ ଉପରେ ବସି ପବନ…

Continue Readingକୂଅରେ ପଡ଼ି ବୃଦ୍ଧ ମୃତ

ମହିଳାଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ ଅସଦବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ମହିଳା ଘରେ ଶୋଇଥିଲେ। ଏହି ସମୟରେ ଗାଁର ଟୁଟୁ ଦେହୁରୀ(୩୫) ମହିଳାଙ୍କ ଘରେ ପଶି ତାଙ୍କୁ ଟଣା…

Continue Readingମହିଳାଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

ଭୁଜାଲି ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ଗାଁରେ ପ୍ରେମ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ଗାଁର ସୌମ୍ୟ ରଞ୍ଜନ ଦେହୁରୀ(୩୦) ଗାଁର ଜଣେ ଝିଅଙ୍କୁ ଭଲ ପାଉଥିଲେ। ଏ ନେଇ ଗାଁ ଅକ୍ଷୟ…

Continue Readingଭୁଜାଲି ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ