ମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଅନୁଗୁଳ : ମୁଖ୍ୟ ସ୍ରୋତକୁ ଫେରିବେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେବ ବସବାସ କରୁଥିବା କଟରଙ୍ଗ ଗାଁ ଲୋକ। ଦେଖିବେ ବିକାଶର ନୂଆ ସୂର୍ଯ୍ୟ। ଏନେଇ ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ…

Continue Readingସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…

Continue Readingଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭),…

Continue Readingଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ଶିକ୍ଷୟିତ୍ରୀଙ୍କୁ ବଦଳିକୁ ଅଭିଭାବକଙ୍କ ବିରୋଧ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ଅନୁଗୁଳ: ଶିକ୍ଷୟିତ୍ରୀଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ଅଭିଭାବକ। ଏଣୁ ଜିଲ୍ଲାପାଳଙ୍କୁ କରିଛନ୍ତି ଅଭିଯୋଗ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରିତ୍ରୀ ସାହୁଙ୍କ ବଦଳିକୁ ନେଇ ଏଭଳି ବିରୋଧ ଦେଖିବାକୁ ମିଳିଛି। ସ୍ଥାନୀୟ ଅଭିଭାବକ…

Continue Readingଶିକ୍ଷୟିତ୍ରୀଙ୍କୁ ବଦଳିକୁ ଅଭିଭାବକଙ୍କ ବିରୋଧ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଆମ୍ବତୋଟାରେ ରବିବାର ପୂର୍ବାହ୍ନରେ ରାଜ୍ୟ ତୈଳିକ ବୈଷ୍ୟ ସମାଜର ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥିଲା। ଗନ୍ଧର୍ବ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ସଭାପତି ବସନ୍ତ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ। ସମାରୋହରେ…

Continue Readingରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଜଗମୋହନ ମୀନା। ଏ ଅବସରରେ ସେମାନେ ହସ୍ପିଟାଲ ବୁଲି ଦେଖିବା ସହ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ସୁବିଧା ମିଳୁଛି କି…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ

ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ଅନୁଗୁଳ ଜିଲ୍ଲାରେ ବ୍ଲକ ସ୍ତରିୟ ସ୍ବାସ୍ଥ୍ୟ ମେଳା ଆରମ୍ଭ ହେବାକୁ ଯାଉଛି। ଜିଲ୍ଲା ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଏପ୍ରିଲ ୨୦ ତାରିଖରେ ବଅଁରପାଳ ବ୍ଲକ…

Continue Readingବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ପଦ୍ମଶ୍ରୀ ପ୍ରଫୁଲ୍ଲ କର

ଆଉ ଶୁଭିବନି 'କମଳ ଦେଶର ରାଜକୁମାର... '। ସବୁଦିନ ପାଇଁ ନିରବି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ରବିବାର ରାତିରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ବାସଭବନରେ ସେ ଶେଷ…

Continue Readingଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ପଦ୍ମଶ୍ରୀ ପ୍ରଫୁଲ୍ଲ କର

ଠେଲା ଯୋଗୁଁ ଟ୍ରାଫିକ ଜାମ୍, ଲୋକେ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ବସ ଷ୍ଟାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଠେଲା ଗାଡ଼ିରେ ବେପାର ଯୋଗୁଁ ଏଭଳି ଟ୍ରାଫିକ ଜାମ୍ ହେଉଚି ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଘରୋଇ ବସ୍ ଷ୍ଟାଣ୍ଡ ଭିତରେ , ସରକାରୀ ବସ୍…

Continue Readingଠେଲା ଯୋଗୁଁ ଟ୍ରାଫିକ ଜାମ୍, ଲୋକେ ହନ୍ତସନ୍ତ