ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ଅନୁଗୁଳ: ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଅନୁଗୁଳ ବ୍ଲକ ବେଡା ଶାସନ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏ ନେଇ ଚାଷୀମାନେ…

Continue Readingଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ: ୫ ଟ୍ରକ୍ ଜବତ, ୫ ଅଟକ

ଅନୁଗୁଳ: ସ୍ଥାନୀୟ କଙ୍କରାଇ ନିଶା ଇଣ୍ଡ୍ରଷ୍ଟିଆଲ ଅଞ୍ଚଳର ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିଛନ୍ତି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି।…

Continue Readingବେଆଇନ କୋଇଲା ଡିପୋ ଉପରେ ଚଢ଼ଉ: ୫ ଟ୍ରକ୍ ଜବତ, ୫ ଅଟକ

ଆଜିଠୁ ଅନୁଗୁଳ ମହୋତ୍ସବ, ଆସୁଛନ୍ତି ଷ୍ଟେବିନ୍‌ ବେନ୍‌ ଓ ନାଭ୍ୟା ଜାଇତି

ଅନୁଗୁଳ: ଆଜିଠୁ ଆରମ୍ଭ ହେଉଛି ଅନୁଗୁଳ ମହୋତ୍ସବ। ଦୀର୍ଘ ୨ ବର୍ଷ ପରେ ଆଜି ପୁଣି ଝୁମିବେ ଅନୁଗୁଳବାସୀ। କରୋନା କଟକଣା ହଟିଥିବାରୁ ରହିବନି କୌଣସି ବାଧା ବନ୍ଧନ। ମତୁଆଲା ହେବେ ପିଲାଠୁ ବୁଢ଼ା ଯାଏଁ। ଏଥିପାଇଁ ପ୍ରସ୍ତୁତି ବି ସରିଲାଣି।…

Continue Readingଆଜିଠୁ ଅନୁଗୁଳ ମହୋତ୍ସବ, ଆସୁଛନ୍ତି ଷ୍ଟେବିନ୍‌ ବେନ୍‌ ଓ ନାଭ୍ୟା ଜାଇତି

ଆତ୍ମନିର୍ଭର ପଥେ ଅନୁଗୁଳ: ଛତିଶଗଡ, ଝାରଖଣ୍ଡ ବଜାରରେ ପାଲଲହଡ଼ା ତରଭୁଜ

ଅନୁଗୁଳ: ଅଣ୍ଡା, ମାଛ ପାଇଁ ଆନ୍ଧ୍ର,ଫଳ ମୂଳ ପାଇଁ ସିମଳା, ନାଗପୁର , କାଶ୍ମୀର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ବର୍ଷ ତମାମ ନିର୍ଭର କରୁଥିବା ଅନୁଗୁଳ ପାଇଁ ଆତ୍ମନିର୍ଭରଶୀଳତାର ପ୍ରତ୍ୟୟ ସୃଷ୍ଟି କରିଛନ୍ତି ପାଲଲହଡ଼ାର ପାଉଡ଼ି ଚାଷୀ। ଏହି ଚାଷୀଙ୍କ…

Continue Readingଆତ୍ମନିର୍ଭର ପଥେ ଅନୁଗୁଳ: ଛତିଶଗଡ, ଝାରଖଣ୍ଡ ବଜାରରେ ପାଲଲହଡ଼ା ତରଭୁଜ

ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଆହତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୁଧୁବାର ସନ୍ଧ୍ୟାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଯେ, କଲିଏରୀ ଥାନା ଅନ୍ତର୍ଗତ ଲକେଇପଶି ଗାଁର ଶ୍ରୀବତ୍ସ ଦାସ ଡ୍ରାଇଭରଙ୍କସହ ବୋଲେରୋ(ଓଡି-୩୩ଏଡି-୦୦୯୮)ରେ ସନ୍ଧ୍ୟାରେ ଅନୁଗୁଳ…

Continue Readingଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଆହତ

ଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ

ତାଳଚେର: ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ କ୍ଳାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ। ଗତକାଲି ମଧ୍ୟରାତ୍ରରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ। ଏହା ପରେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ…

Continue Readingଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ

ରାଜ୍ୟ ଦୌଡକୁଦ ପ୍ରତିଯୋଗିତା ପାଇଁ ଅନୁଗୁଳର ୨୫ ଜଣିଆ ଟିମ୍

ଅନୁଗୁଳ: ଆସନ୍ତା ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପୀ ଭୁବନେଶ୍ୱରର କିଟ୍ ୟୁନିଭରସିଟି ପଡ଼ିଆରେ ୬୮ ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଖେଳ ଗୁଡ଼ିକ ସିନ୍ଥେଟିକ୍ ପଡ଼ିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଜୁନିଅର ଓ…

Continue Readingରାଜ୍ୟ ଦୌଡକୁଦ ପ୍ରତିଯୋଗିତା ପାଇଁ ଅନୁଗୁଳର ୨୫ ଜଣିଆ ଟିମ୍

ବିଜେପିର ଅନୁପମା ସାହୁ ହେଲେ ଅନୁଗୁଳ ପୌରଉପାଧ୍ୟକ୍ଷ, ବିଜେଡି ହାତେଇଲା ଆଠମଲ୍ଲିକ ଓ ତାଳଚେର

ଅନୁଗୁଳ: ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିଜେପିର ଅନୁପମା ସାହୁ। ଦଳର ହାଇକମାଣ୍ଡ ମୋହର ମାରିବା ପରେ ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ଚଳିତ ପୌର…

Continue Readingବିଜେପିର ଅନୁପମା ସାହୁ ହେଲେ ଅନୁଗୁଳ ପୌରଉପାଧ୍ୟକ୍ଷ, ବିଜେଡି ହାତେଇଲା ଆଠମଲ୍ଲିକ ଓ ତାଳଚେର

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ

ଅନୁଗୁଳ: ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ ପକ୍ଷରୁ ୧୪ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏ ଅବସରରେ ଅଙ୍ଗନୱାଡ଼ି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରିପୋର୍ଟ ମୁତାବକ, ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ…

Continue Readingବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ

ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍କୁଲ ଶିକ୍ଷୟିତ୍ରୀ, ପୋଲିସ ନାକେଦମ୍

ଅନୁଗୁଳ: ଗୁରୁବାର ସକାଳେ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ପୂର୍ବରୁ ବିଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଶିକ୍ଷୟିତ୍ରୀ ଅନୁପମା ବିଶ୍ବାଳ ଆଜି ସକାଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତାଙ୍କ କହିବାନୁସାରେ,…

Continue Readingଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍କୁଲ ଶିକ୍ଷୟିତ୍ରୀ, ପୋଲିସ ନାକେଦମ୍