ହକ୍ ପାଇଁ ଧାରଣା: ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ଜମିଦାତା
ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ବୁଧବାର ନାଲକୋ ରେଳପଥ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ଜମି ମାଲିକ। ରୋଜଗାରର ଏକ ମାତ୍ର ମାଧ୍ୟମ ଜମିକୁ ନାଲକୋ ନେଇଗଲା, ପ୍ରତିବଦଳରେ ଚାକିରି ଦେବାକୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ…
