୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ଅନୁଗୁଳ: ମହାନଦୀ କୋଲଫିଲ୍ଡସ ଲିଃ(ଏମସିଏଲ) ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ୨୦୨୨ ମସିହାରେ ୧ ନମ୍ବର କୋଇଲା କମ୍ପାନୀ ଭାବେ ଉଭା ହେବ ବୋଲି ସିଏମଡିର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିବାପରେ ଶନିବାର ଦିନ ଓ.ପି.ସିଂହ ପ୍ରକାଶ କରିଛନ୍ତି ।…

Continue Reading୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ଚୋରା କାଠ ସହ ଦୁଇ କାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ରେଞ୍ଜ ଅଧୀନସ୍ତ ମାଧପାଳ ଛକ ନିକଟରୁ ରବିବାର ଖମାର ବନବିଭାଗ ଚୋରା ଚାଲାଣ ହୋଉଥିବା ଦୁଇଟି କାଠ ବୋଝେଇ ଗାଡ଼ିକୁ ଜବତ କରିଛି। ଫରେଷ୍ଟର ହେମନ୍ତ ବରାହଙ୍କ ନେତୃତ୍ବରେ କର୍ମଚାରୀମାନେ ନାଇଟ ପାଟ୍ରୋଲିଂ…

Continue Readingଚୋରା କାଠ ସହ ଦୁଇ କାର ଜବତ, ୨ ଗିରଫ

ପାଣି ପାଇଁ ପମ୍ପ ହାଉସ୍କୁ ଘେରିଲେ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତରେ ୫ ଦିନ ହେଲା ପାଇପ୍ ଲାଇନରେ ପାଣି ଆସୁ ନଥିବାରୁ ପଞ୍ଚାୟତର ସମସ୍ତ ମହିଳା ମାନେ ରବିବାର ପମ୍ପ ହାଉସ୍କୁ ଘେରାଉ କରିଥିଲେ। ସୂଚନା ମୁାବକ, ତୁରଙ୍ଗ ପଞ୍ଚାୟତ…

Continue Readingପାଣି ପାଇଁ ପମ୍ପ ହାଉସ୍କୁ ଘେରିଲେ ମହିଳା

ଅନୁଗୁଳରୁ ୨ଜଣ ଓମିକ୍ରନ୍ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା। ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ନମୁନା ସଂଗ୍ରହ କରାଯାଇ…

Continue Readingଅନୁଗୁଳରୁ ୨ଜଣ ଓମିକ୍ରନ୍ ପଜିଟିଭ୍

ସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।…

Continue Readingସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଜାନୁୟାରୀ ୮ ତାରିଖ ପରେ ମାଟ୍ରିକ ପିଲା ନେବେ ଟିକା

ଅନୁଗୁଳ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ସୋମବାର ଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ, ଓଡିଶାରେ କିନ୍ତୁ ମାଟ୍ରିକ…

Continue Readingଜାନୁୟାରୀ ୮ ତାରିଖ ପରେ ମାଟ୍ରିକ ପିଲା ନେବେ ଟିକା

୩ରୁ ସ୍କୁଲ ଖୋଲିବା ନିଷ୍ପତି ସ୍ଥଗିତ

ଅନୁଗୁଳ: ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ରାଜ୍ୟରେ ପ୍ରାଇମେରୀ ସ୍କୁଲ (୧ମରୁ ୫ମ) ଖୋଲିବା ନେଇ ଘୋଷଣା କରାଯାଇଥିଲା । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତିକୁ ସରକାର ସ୍ଥଗିତ ରଖିଛନ୍ତି । ଫଳରେ ୩ ତାରିଖରୁ ଆଉ…

Continue Reading୩ରୁ ସ୍କୁଲ ଖୋଲିବା ନିଷ୍ପତି ସ୍ଥଗିତ

୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ଅନୁଗୁଳ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସ୍‌ସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ…

Continue Reading୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ଅଗ୍ନିବିପନ୍ନ ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗାଙ୍ଗୁଲି ନାୟକଙ୍କର ଘରଦ୍ଵାର, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ମା’ ପୋଡ଼ି ଆହତ ହୋଇଛନ୍ତି। ପକ୍ଷାଘାତ ରୋଗରେ ପୀଡ଼ିତ ଗାଙ୍ଗୁଲି ଏହି…

Continue Readingଅଗ୍ନିବିପନ୍ନ ପରିବାରକୁ ସହାୟତା

ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ

ଅନୁଗୁଳ: ଇଂରାଜୀ ନବବର୍ଷ ଉପଲକ୍ଷେ ଶନିବାର ଅନୁଗୁଳ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂଷିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସହରର ବିଭିନ୍ନ ସ୍ଥାନରେ ଥିବା…

Continue Readingମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ