ଅନୁଗୁଳର ଇତିହାସ ଓ ସଂସ୍କୃତି ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଏକ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ରାଜ୍ୟ ଅତିରିକ୍ତ ସଚିବ…

Continue Readingଅନୁଗୁଳର ଇତିହାସ ଓ ସଂସ୍କୃତି ପୁସ୍ତକ ଉନ୍ମୋଚିତ

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

ଅନୁଗୁଳ: ଆଜି ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପ୍ରଦୀପ ପ୍ରଜ୍ବଳନ କରି ସାମୂହିକ ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଏ ଅବସରରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ,…

Continue Readingଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ସାକସିଙ୍ଗା ଗାଁର ଜଣକ ଘରୁ ଆଜି ଏକ ବିରାଟକାୟ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ସାକସିଙ୍ଗାର ବୁଲୁ ସାହୁ ନିଜ ଘର ଭିତରେ ଏକ ସାପ ଦେଖିଥିଲେ। ଏନେଇ ସେ ସର୍ପ ଉଦ୍ଧାରକାରୀ ରାଧାମୋହନ ସାହୁଙ୍କ…

Continue Reading୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ

ଅନୁଗୁଳ: ସମ୍ବଲପୁର ଏୟାରଷ୍ଟ୍ରିପ୍ ଠାରେ ଅଗ୍ନିପଥ ଯୋଜନାରେ ସେନାବାହିନୀର ନିଯୁକ୍ତି ରାଲି ସେପ୍ଟେମ୍ବର ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ ସମେତ ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼…

Continue Readingସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ

ଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ତାଳଚେର/ଅନୁଗୁଳ : ତାଳଚେର ବ୍ଲକ ବହ୍ଲର ଛକ ଠାରୁ ଥର୍ମାଲ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ଵର ଡ୍ରେନର ପୁନରୁଦ୍ଧାର ନିମନ୍ତେ ଶନିବାର ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଗତ ୧୦…

Continue Readingଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଏଣିକି ମୁଢ଼ି ଉପରେ ଲାଗିବ ଜିଏସଟି: ଚୁଡ଼ା, ଖଇ ଓ ଲିଆକୁ ପ୍ୟାକ୍ କରି ବିକିଲେ ଦେବାକୁ ହେବ ଟ୍ୟାକ୍ସ

ଅନୁଗୁଳ: ଏବେ ମୁଢି କିଣିଲେ ବି ଦେବାକୁ ହେବ ଜିଏସଟି। ଏ ନେଇ ଜିଏସଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଣିକି ୫% ଜିଏସଟି ଲାଗିବ। ମୁଢି, ଚୁଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫…

Continue Readingଏଣିକି ମୁଢ଼ି ଉପରେ ଲାଗିବ ଜିଏସଟି: ଚୁଡ଼ା, ଖଇ ଓ ଲିଆକୁ ପ୍ୟାକ୍ କରି ବିକିଲେ ଦେବାକୁ ହେବ ଟ୍ୟାକ୍ସ

ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ବିଭୂପ୍ରସାଦ ତରାଇ ଏବଂ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କୁ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନା ମୁତାବକ, ଏସସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ…

Continue Readingରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

ମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଝିଆରୀ ଜ୍ବାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ଗାଁର ସୁନିଲ ନାଏକ(୨୭) ୨ ବର୍ଷ ହେବ ଅନୁଗୁଳ ଟାଉନ୍ ଥାନା ଅଞ୍ଚଳରେ…

Continue Readingମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ

ଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

ଅନୁଗୁଳ: ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଚିନ୍ମୟୀ ଦାସ ଆଜି ଅନୁଗୁଳ ମେଡ଼ିକାଲ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିରାମୟ…

Continue Readingଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

ଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

ଅନୁଗୁଳ : ବ‌ଅଁରପାଳ ବ୍ଲକ ଫୁଲପଡା-ତଳମୂଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଜମି ରହିଛି ବର୍ଷା ଜଳ। ଫଳରେ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିବା ବେଳେ କିଛି…

Continue Readingଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି