ମୁଖ୍ୟମନ୍ତ୍ରୀ ଗସ୍ତ ନେଇ ସ୍ଥିତି ପରଖିଲେ ପ୍ରଣବ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ…

Continue Readingମୁଖ୍ୟମନ୍ତ୍ରୀ ଗସ୍ତ ନେଇ ସ୍ଥିତି ପରଖିଲେ ପ୍ରଣବ

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା' ବନ୍ତଳା ଥାନାରେ ଲିଖିତ…

Continue Readingସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍

ଅନୁଗୁଳ: ଜରପଡା ଥାନା ତୁବେ ଗ୍ରାମରେ ଘରେ ପଶି, ଗୁଳିମାଡ଼ ସହ ଶାଶୂ ବୋହୂଙ୍କ ଠାରୁ ଗହଣା ଲୁଟପାଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ସଂଧ୍ୟାରେ ଶାଶୂ- ବୋହୂ ଘରେ ବସି ଟିଭି ଦେଖୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ…

Continue Readingତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୧’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶିଶୁ ଦିବସ ଉପଲକ୍ଷେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ଏହି…

Continue Readingଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ

ବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା

ଅନୁଗୁଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ବଢ଼ିଛି। ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଲେଖାଏଁ ଖର୍ଚ୍ଚ କରିପାରିବେ । ମଙ୍ଗଳବାର…

Continue Readingବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା

ନୂଆବର୍ଷରୁ ନୂଆ ବ୍ୟବସ୍ଥା, ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର

ଅନୁଗୁଳ: ନୂଆ ବର୍ଷରୁ ଏଣିକି ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍…

Continue Readingନୂଆବର୍ଷରୁ ନୂଆ ବ୍ୟବସ୍ଥା, ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର

ନାଲକୋନଗରରେ ବିର୍ସା ମୁଣ୍ଡା ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ସ୍ଥିତ ବିର୍ସାମୁଣ୍ଡା ପାର୍କ ଠାରେ ସୋମବାର ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ନାଲକୋ ଅନୁସୂଚିତ ଜାତି ଓ ଜନଜାତି ସଂଘ ଅନୁକୂଲ୍ୟରେ ତାଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯାଇଥିଲା। ସଂଘ ପକ୍ଷରୁ ଆୟୋଜିତ…

Continue Readingନାଲକୋନଗରରେ ବିର୍ସା ମୁଣ୍ଡା ଜୟନ୍ତୀ

ନିମ୍ନମାନର କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସୋମବାର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଠାରେ ଘେରି ଅଭିଯୋଗ…

Continue Readingନିମ୍ନମାନର କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ଅନୁଗୁଳ: ଜଣେ ୧୭ ବର୍ଷୀୟା ନାବାଳିକାର ଫଟୋରେ ଅଶ୍ଳୀଳ ଶରୀର ଯୋଡି ଇନ୍‌ଷ୍ଟାଗ୍ରାମରେ ଫଟୋ ଛଡାଯାଇଥିବା ନେଇ ରବିବାର ଅନୁଗୁଳ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ପୁଲିସସୂତ୍ରରୁ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ନୂଆପଡା ଅଞ୍ଚଳର ଜଣେ ନାବାଳିକାର ମୁହଁ…

Continue Readingସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ବାହାରିଲା ଗାଇଡ଼୍ ଲାଇନ୍

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ ନିମନ୍ତେ ଆବଶ୍ୟକ ଗାଇଡ଼୍ ଲାଇନ୍ ଜିଲ୍ଲା ମିଶନ ନିର୍ଦେଶଳୟ ପକ୍ଷରୁ ପ୍ରକାଶିତ ହୋଇଛି। ଏଇ କ୍ରମରେ ଆସନ୍ତା ନଭେମ୍ବର ୨୦ ତାରିଖରୁ ୩୦ ତାରିଖ…

Continue Readingବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ବାହାରିଲା ଗାଇଡ଼୍ ଲାଇନ୍