ଜାତୀୟ ଖୋଖୋ ପ୍ରତିଯୋଗିତା, ମହିଳା ବିଭାଗରେ ଓଡ଼ିଶା ବିଜୟୀ
ଅନୁଗୁଳ: ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଉତ୍ତର ପ୍ରଦେଶର କାନପୁର ଠାରେ ଆୟୋଜିତ ଜାତୀୟ ସେଭେନ୍ ବ୍ଲକ ଖୋଖୋ ପ୍ରତିଯୋଗିତାର ମହିଳା ବିଭାଗରେ ଓଡ଼ିଶା ଉତ୍ତର ପ୍ରଦେଶକୁ ୧୨-୮ ପଏଣ୍ଟରେ ପରାସ୍ତ କରି ଚାମ୍ପିଅନ…
ଅନୁଗୁଳ: ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଉତ୍ତର ପ୍ରଦେଶର କାନପୁର ଠାରେ ଆୟୋଜିତ ଜାତୀୟ ସେଭେନ୍ ବ୍ଲକ ଖୋଖୋ ପ୍ରତିଯୋଗିତାର ମହିଳା ବିଭାଗରେ ଓଡ଼ିଶା ଉତ୍ତର ପ୍ରଦେଶକୁ ୧୨-୮ ପଏଣ୍ଟରେ ପରାସ୍ତ କରି ଚାମ୍ପିଅନ…
ଅନୁଗୁଳ: ଖରାଦିନ ଆରମ୍ଭ ନ ହେଉଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆଁ ଲାଗୁଥିବା ଦେଖାଯାଇଛି। ବୁଧବାର ବଅଁରପାଳ ବ୍ଲକ ମଝିକାର ଏକ ଗାଁରେ ଜଣଙ୍କ ପାଳଗଦାରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ…
ଅନୁଗୁଳ: ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ ଏଗାରଟା ସମୟରେ ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ…
ଅନୁଗୁଳ: ରାଜ୍ୟ ସରକାରଙ୍କ ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ସ୍ବାସ୍ଥ୍ୟ ସେବା ପାଇଁ ପ୍ରଦାନ କରାଯାଉଥିବା କାୟ।କଳ୍ପ ପୁରସ୍କାର ଆଜି ୨୯ ମାର୍ଚ୍ଚ ରେ ଘୋଷଣା କରାଯାଇଛି।ଚଳିତ ବର୍ଷ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…
ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର…
ଅନୁଗୁଳ: କିଶୋରବସ୍ଥାରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବରୁ କିଶୋରୀମାନେ ସ୍ବାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି। ଅନେକ ସମୟରେ ସେମାନେ ଅପରାଧର ଶିକାର ହୋଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ…
ଅନୁଗୁଳ: ଲାଞ୍ଚ ନେଇ ବନ୍ଧା ହେଲେ ତାଳଚେର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ (ଆରଡବ୍ଲ୍ୟୁଏସଏସ) ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ। ବାକି ବିଲ୍ ପାସ୍ କରିବାକୁ ୫୦ ହଜାର ଲାଞ୍ଚ ନେବା ବେଳେ ଆଜି ତାଙ୍କୁ…
ଅନୁଗୁଳ : ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି। ଚେନ୍ନାଇର ଚେନ୍ନାଇ ଗେଟ୍ ୱେ ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସୋଲଡା ଗାଁରେ ଅଷ୍ଟଦୋଳ ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଛି। ଯାତ୍ରା ପାଇଁ ସୋମବାର ଅପରାହ୍ନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ରୋଡାସର ଓ ଡଅଁରା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ସୋମବାର ସକାଳେ ଜଣେ ଠିକାଶ୍ରମିକଙ୍କ ମୃତ୍ୟୁ ହୋଛି। ସୂଚନା ଯେ, ନାଲକୋ ଉଦ୍ୟାନ ବିଭାଗରେ କାର୍ଯ୍ୟ କରୁଥିବା ମୋହନ ପାଦଲି(୪୬) ନାମକ ଜଣେ ଠିକା ଶ୍ରମିକ ସୋମବାର ସକାଳେ ଟଉନସିପ୍ କଲ୍ୟାଣ ମଣ୍ଡପ ସାମ୍ନାରେ…