ଆମ ପ୍ରାର୍ଥୀ ନଗରପାଳ ହେବେ: କଂଗ୍ରେସ

ଅନୁଗୁଳ: ବିଭିନ୍ନ ସମସ୍ୟା ମଧ୍ୟରେ ଯୁଝି ହେଉଥିବା ଅନୁଗୁଳ ଜିଲ୍ଲା କଂଗ୍ରେସ ଶେଷରେ ମଙ୍ଗଳବାର ସ୍ଥାନୟ କାଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ପୌର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ବିଜୟ ନେଇ ଆଶାବାଦୀ ବୋଲି କହିଥିଲେ।…

Continue Readingଆମ ପ୍ରାର୍ଥୀ ନଗରପାଳ ହେବେ: କଂଗ୍ରେସ

୫ ନଂ ୱାର୍ଡରେ ବିଜେଡିର ପ୍ରଚାର ଜମିଲା

ଅନୁଗୁଳ:ଚଳିତ ପୌର ନିର୍ବାଚନ ରେ ଅନୁଗୁଳ ପାଞ୍ଚ ନମ୍ୱର୍ ୱାର୍ଡ ପାଇଁ ବାପା ପୁଅ ମଧ୍ୟରେ ଫାଇଟ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଚି। ଏହି ୱାର୍ଡରେ ପୁଅ ରଞ୍ଜିତ ମାନଡୋଠିଆ ବିଜେଡିରୁ ଟିକଟ ପାଇ ଲଢ଼ୁଛନ୍ତି।ସେ ତାଙ୍କ ପ୍ରଚାର…

Continue Reading୫ ନଂ ୱାର୍ଡରେ ବିଜେଡିର ପ୍ରଚାର ଜମିଲା

ବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ଅନୁଗୁଳ:ପୌର ନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ନଗର ବିଜେଡି ଉପସଭାପତି ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ସତ୍ୟାନନ୍ଦ ଦଳବେହେରା ଇସ୍ତଫା ଦେଇଛନ୍ତି। ସେ ଚଳିତ ପୌର ନିର୍ବାଚନରେ ବିଜେଡି…

Continue Readingବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

ଅନୁଗୁଳ : ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର। ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗାଁ ସ୍ଥିତ ରାଇଝରଣ ଡ୍ୟାମ୍ ନିକଟରେ ମଙ୍ଗବାର ବାରହା ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

Continue Readingବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

କ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

ଅନୁଗୁଳ: ସର୍ଟ ସର୍କିଟ୍‌ ଯୋଗୁ ବସ୍‌ରେ ଲାଗିଲା ନିଆଁ। ମଙ୍ଗଳବାର ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ଦୁଇଟି ବସ୍‌ରେ ନିଆଁ ଲାଗିଯାଇଛି। ଖବର ପାଇ ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କେହି ମୃତାହତ…

Continue Readingକ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର ଶୁଭ୍ରାଂଶୁ ନାଏକ…

Continue Readingସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

ଅନୁଗୁଳ: ଗମନାଗମନ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, କେବୁଲ ଟିଭି ସଂଯୋଗୀ କରଣ ଆଦି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଗ୍ରାମବାସୀ। ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ କୁରୁଡ଼ୋଲ ପଞ୍ଚାୟତର କିଛି ଗ୍ରାମବାସୀ ଏବଂ ସରପଞ୍ଚ…

Continue Readingବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨୨ ନ˚ ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ଶ୍ରୀମତୀ ଖୁସ୍‌ବୁ ଅଗ୍ରଵାଲା ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ୨୨ ନ˚ ୱାର୍ଡଟି ମଦନମୋହନପଡ଼ା, ମିଶ୍ରପଡ଼ା, ହରିମହୁରି…

Continue Reading୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

ଅନୁଗୁଳ: ନିଆରା ଉପାୟରେ ପ୍ରତିବାଦ କରୁଛି ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ। ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ, ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦଯାତ୍ରା ଆୟୋଜିତ ହୋଇଛି। ଟ୍ରଷ୍ଟର ସଦସ୍ୟ…

Continue Readingସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ଅନୁଗୁଳ: ପୌର ନିର୍ବାଚନ ସରିବାକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ପୌରପରିଷଦର ୧୯ ନ˚ ୱାର୍ଡ ବିଜେଡି ପ୍ରାର୍ଥୀ ବଳରାମ ଜେନାଙ୍କ ପ୍ରତି ଭୋଟରଙ୍କ ଅଧିକ…

Continue Reading୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ