ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ରଶ୍ମିତା ସେଠୀ ହେଲେ ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ଶୁକ୍ରବାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ ଜିଲ୍ଲାପରିଷଦର ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା କରିଥିଲେ…

Continue Readingରଶ୍ମିତା ସେଠୀ ହେଲେ ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା

ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଲେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀ

ଅନୁଗୁଳ : ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା। ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀମାନେ ବିଭିନ୍ନ ଦାବି ନେଇ ସ୍ଥାନୀୟ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।…

Continue Readingପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଲେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀ

ଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ରୋଗ…

Continue Readingଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

ଅନୁଗୁଳ: ଅନୁଗୁଳ ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌର ପରିଷଦର ୨୩ଟି ୱାର୍ଡ ପାଇଁ ହେଉଥିବା ନିର୍ବାଚନରେ ୨୧ଟି ମତଦାନ କେନ୍ଦ୍ରର ୪୦ଟି ବୁଥ୍‌ରେ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ନିର୍ବାଚନରେ…

Continue Readingଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

ଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ…

Continue Readingଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

ଅନୁଗୁଳରେ ନିର୍ବାଚନୀ ହିଂସା: ସ୍ଵାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ, ୨ଟି ମାମଲା ରୁଜୁ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା ଦେଇଛି। ଏ ନେଇ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଯେ, ସହରର ଶିମିଳିପଡ଼ାର ସ୍ବାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ…

Continue Readingଅନୁଗୁଳରେ ନିର୍ବାଚନୀ ହିଂସା: ସ୍ଵାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ, ୨ଟି ମାମଲା ରୁଜୁ

ହକ୍ ପାଇଁ ଧାରଣା: ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ଜମିଦାତା

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ବୁଧବାର ନାଲକୋ ରେଳପଥ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ଜମି ମାଲିକ। ରୋଜଗାରର ଏକ ମାତ୍ର ମାଧ୍ୟମ ଜମିକୁ ନାଲକୋ ନେଇଗଲା, ପ୍ରତିବଦଳରେ ଚାକିରି ଦେବାକୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ…

Continue Readingହକ୍ ପାଇଁ ଧାରଣା: ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ଜମିଦାତା

ଛେଣ୍ଡିପଦାରେ କଲରାପତରିଆ ବାଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ…

Continue Readingଛେଣ୍ଡିପଦାରେ କଲରାପତରିଆ ବାଘ

ପ୍ରଚାର ଶେଷ: ଅନ୍ଧାରୀ ବିଜେ ଆରମ୍ଭ, ପ୍ରାର୍ଥୀଙ୍କ ହାର୍ଟ ବିଟ ବଢୁଛି

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ଘୋ' ଘା' ପ୍ରଚାର କାର୍ଯ୍ୟ ସରିଯାଇଚି। ଏହା ପରେ ପ୍ରାର୍ଥୀଙ୍କ ଅନ୍ଧାରୀ ବିଜେ ଆରମ୍ଭ ହୋଇଚି।ବିଶେଷ କରି ବସ୍ତିକୁ ବସ୍ତି ବୁଲି ବିଭିନ୍ନ ଉପାୟରେ ଭୋଟରଙ୍କୁ ମନାଉଛନ୍ତି। ପ୍ରଚାରର ଅନ୍ତିମ ଦିନରେ ବିଜେଡି ଓ…

Continue Readingପ୍ରଚାର ଶେଷ: ଅନ୍ଧାରୀ ବିଜେ ଆରମ୍ଭ, ପ୍ରାର୍ଥୀଙ୍କ ହାର୍ଟ ବିଟ ବଢୁଛି