ପୁଣିଥରେ ରାସ୍ତାରେ ଝୁମିବେ ଅନୁଗୁଳବାସୀ, ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ‘ରାହାଗିରି’
ଅନୁଗୁଳ: ପୁଣିଥରେ ଅନୁଗୁଳରେ ଆରମ୍ଭ ହେଉଛି ରାହାଗିରି। ଏବେ ପୁଣିଥରେ ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିବ। ଆଉ ଚାଲିବ ମନୋରଞ୍ଜନ। ଝୁମିବେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ ଅନୁଗୁଳ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ରେ…



