୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

ଅନୁଗୁଳ: ଆସନ୍ତା ୮ ତାରିଖରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ସହରକୁ ଛୁଟିବ ବଡ଼ ବଡ଼ ତାରକାଙ୍କ ଆଗମନ। ମହୋତ୍ସବ ପାଇଁ ଆସୁଥିବା ତାରକାଙ୍କ ବିଧିବଦ୍ଧ ତାଲିକା ପ୍ରକାଶିତ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ସୂଚନା…

Continue Reading୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ। ଲାଗୁ ହେଲା ନୂଆ ଅବକାରୀ ନୀତି । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେହିପରି ଆଉ ଠାକୁର…

Continue Readingରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ…

Continue Readingମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନଶୁଣାଣି

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଅନୁଗୁଳ: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ…

Continue Readingଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

କୂଅରେ ପଡ଼ି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ଞାନରଞ୍ଜନ ପ୍ରଧାନ (୩୦) । ସୂଚନା ଯେ, ଗୁରୁବାର ଜ୍ଞାନ ରାତିରେ ଖାଇପିଇ ବାଗଡିଆ ଛକକୁ ଯାଉଛି…

Continue Readingକୂଅରେ ପଡ଼ି ଯୁବକ ମୃତ

୮୭ତମ ପୁଲିସ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ରିଜର୍ଭ ପୁଲିସ ପଡ଼ିଆରେ ଶୁକ୍ରବାର ୮୭ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଯାଇଛି। ଏହି ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ଡଃ ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ…

Continue Reading୮୭ତମ ପୁଲିସ ପ୍ରତିଷ୍ଠା ଦିବସ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର ପ୍ରଦାନ କଲେ ଜିଲ୍ଲାପାଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସମିତିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୩୫ ପଞ୍ଚାୟତରୁ ଭିନ୍ନକ୍ଷମମାନେ ଯୋଗ…

Continue Readingଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର ପ୍ରଦାନ କଲେ ଜିଲ୍ଲାପାଳ

ବାଇକ ଉପରେ ଚଢ଼ିଗଲା ହାଇୱା: ଭାଇ ମୃତ, ଭଉଣୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା…

Continue Readingବାଇକ ଉପରେ ଚଢ଼ିଗଲା ହାଇୱା: ଭାଇ ମୃତ, ଭଉଣୀ ଗୁରୁତର

୬ ହାଇୱା ଟ୍ରକ୍ ଜବତ:୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅନ୍ତର୍ଗତ ନିଜିଗଡ଼ ଗୋପିନାଥପୁର ବାଲିଘାଟରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଥିବା ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନ୍ ଜବତ…

Continue Reading୬ ହାଇୱା ଟ୍ରକ୍ ଜବତ:୨ ଗିରଫ

ଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଜରପଡା-ଛେଣ୍ଡିପଦା ପୂର୍ତ୍ତବିଭାଗ ରାସ୍ତାର ଜରପଡା ମେଡିକାଲ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଜରପଡା ଥାନା ବକଳା ଗ୍ରାମର ବଳରାମ ଭୋଇ…

Continue Readingଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର