ସ୍କୁଲ ପାଲଟିଛି ଜଙ୍ଗଲ: ଉଠିଗଲାଣି ଆଣ୍ଠୁ ଉଚ୍ଚା ଗଛ, ଅବାଧରେ ପ୍ରବେଶ କରି ଚରୁଛନ୍ତି ଗାଈ ଗୋରୁ

ଅନୁଗୁଳ: ସ୍କୁଲରେ ବୁଲୁଛନ୍ତି ଗାଈ ଗୋରୁ। ପରିଷ୍କାର ପରିଚ୍ଛନ୍ନତା ଅଭାବରୁ ପିଲାଙ୍କ ପଢ଼ିବା ଜାଗାରେ ଚରୁଛନ୍ତି ଗାଈ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ପଞ୍ଚାୟତ ଷଣ୍ଢପାଳ ଗାଁ ର ଅଙ୍ଗନୱାଡ଼ି କେନ୍ଦ୍ରରେ। ଏଠାରେ…

Continue Readingସ୍କୁଲ ପାଲଟିଛି ଜଙ୍ଗଲ: ଉଠିଗଲାଣି ଆଣ୍ଠୁ ଉଚ୍ଚା ଗଛ, ଅବାଧରେ ପ୍ରବେଶ କରି ଚରୁଛନ୍ତି ଗାଈ ଗୋରୁ

ଟ୍ରକ ଉପରେ ପଡ଼ିଲା ଗଛ, ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଏକ ଟ୍ରକ ଉପରେ ଗଛ ଭାଙ୍ଗି ପଡ଼ିବାରୁ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ପବନ ବହିଥିଲା।…

Continue Readingଟ୍ରକ ଉପରେ ପଡ଼ିଲା ଗଛ, ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍

ଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ଅନୁଗୁଳ: ଦିଲ୍ଲୀ ଗଲା ଅନୁଗୁଳ ଆମ୍ବ। ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଆମ୍ବକୁ ଆଜି ଦିଲ୍ଲୀ ବଜାରକୁ ପଠାଯାଇଛି। ଫଳରେ ଉଦ୍ୟାନ କୃଷି କରୁଥିବା ଚାଷୀଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ଜିଲ୍ଲାର ବଛା ବଛା ଆମ୍ବ ଚାଷୀଙ୍କ ଠାରୁ…

Continue Readingଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ପ୍ରାଣୀଧନ ସହାୟତା ଓ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳର ପଶୁପ୍ରେମୀଙ୍କ ପାଇଁ ଏକ ଭଲ ଖବର। ଅନୁଗୁଳ ସହର ଭିତରେ ତଥା ଆଖ ପାଖରେ ଯେଉଁ ବୁଲା ଗାଈଗୋରୁ ଦୁର୍ଘଟଣାରେ ଆହତ ହେଉଥିଲେ ସେଥିପାଇଁ ସ୍ବେଚ୍ଛାସେବୀଙ୍କୁ ଡକା ପଡୁଥିଲା। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସେବାର…

Continue Readingପ୍ରାଣୀଧନ ସହାୟତା ଓ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

ଅନୁଗୁଳ: ଅନୁଗୁଳ ସହର ଭିତରେ ବର୍ଷା ଦିନ ପୂର୍ବରୁ କେବଳ ବିଜୁଳି ବିଭାଗ ପକ୍ଷରୁ ରାସ୍ତାକଡ ଡାଳ କଟା ଅଭିଯାନ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସ୍ଥାନରେ ଶୁଖିଲା ଗଛ ରହିଛି ଯାହା ବାଟୋଇଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଅନୁଗୁଳ…

Continue Readingଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

ବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଲୋକେ

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାର ଭି ୨ ମାର୍କେଟ ସାମନାରେ ଥିବା ନରି ବରା ଦୋକାନ ନିକଟରୁ ଏକ ବାଇକ ଚୋରକୁ ଧରାଯାଇଛି। ବୁଧବାର ସକାଳ ପ୍ରାୟ ୯ ଟା ବେଳେ ନରିଙ୍କ ପୁଅ ରାଜୁ ଦୋକାନ ସାମନାରେ ବାଇକଟି ରଖି…

Continue Readingବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଲୋକେ

ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

ଅନୁଗୁଳ: ନିକଟରେ ତାଳଚେର ବ୍ଲକ୍‌ ଟେଣ୍ଟୁଲେଇ ଗାଁ ର ଆଶା କର୍ମୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ବ୍ୟବହାର କରାଯାଇଥିବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଏଡିଏମ୍‌ଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ୱାଳଙ୍କ‌ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ…

Continue Readingଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଘରକୁ ପଳାଉଛନ୍ତି ଶିକ୍ଷୟିତ୍ରୀ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ତାଳଚେର : ବିଦ୍ୟାଳୟକୁ ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଯାଉଛନ୍ତି ଶିକ୍ଷୟିତ୍ରୀ। ଆଉ ଏହି ଦୃଶ୍ୟର ଭିଡିଓ କଏଦ ହୋଇଛି ସିସିଟିଭିରେ। ସ୍ଥାନୀୟ ପାଟରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଏଭଳି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ…

Continue Readingପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଘରକୁ ପଳାଉଛନ୍ତି ଶିକ୍ଷୟିତ୍ରୀ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

ତାଳଚେର: ଆଜି ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଳଚେର ମେଡିକାଲ୍ କଲେଜ୍ ପରିଚାଳନା ଓ ସରକାରୀ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ…

Continue Readingଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ନିକଟରେ ଅବସର ନେଇଥିବା ଜିଲ୍ଲାର ବାର ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମରୋହରେ ଜିଲ୍ଲାଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଶିକ୍ଷକ ମାନଙ୍କ…

Continue Readingଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା