କଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ

ଅନୁଗୁଳ: ମଙ୍ଗଳବାର ସକାଳେ ଛେଣ୍ଡିପଦା ଅନୁଗୁଳ ରାସ୍ତାର ପରଙ୍ଗ ଅଞ୍ଚଳରୁ ସଦର ଅବକାରୀ ବିଭାଗର ଅଧିକାରୀ ମାନେ ଗୋଟିଏ ସନ୍ଦିଗ୍ଧ କଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ କରିଛନ୍ତି। ଏହି ମାମଲାରେ ଚାଳକ ସମେତ ଦୁଇ ଜଣକୁ ଅଟକ ରଖି ପଚରା…

Continue Readingକଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ

ପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଚଳିତ ବର୍ଷର ଦ୍ଵିତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରଧକ୍ଷ ଅକ୍ଷୟ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟ ପଦସ୍ଥ ପୋୖର ଅଧିକାରୀ…

Continue Readingପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍ମଚାରୀ ମାନେ ଗତ କିଛି ମାସ ଧରି ସେମାନଙ୍କ ପାଇଁ ଉଦିଷ୍ଟ ଡ୍ରେସ କୋଡ଼ ଅନୁସାରେ ନ ଆସି ମନଇଚ୍ଛା ପୋଷାକ ପିନ୍ଧି ଆସୁଥିଲେ। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଅଫିସରେ ଖଟି…

Continue Readingମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ

ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

ତାଳଚେର: ପୁରୀ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ପ୍ରକଳ୍ପର ବିକାଶ ନାଁରେ ବିନାଶ ବନ୍ଦ ହେଉ ଓ ଆଇନ ପରିସର ବାହାରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛି ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି। ପୁରୀରେ ପ୍ରସ୍ତାବିତ…

Continue Readingତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

ଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ଟ୍ରେନିଙ୍ଗ ହଲରେ ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଦିଲୀପ ପଟ୍ଟନାୟକ ଏହି ସମାରୋହକୁ ଉଦଘାଟନ କରି ତମ୍ବାଖୁ ସେବନର ଅପକାରିତା ଏବଂ ପରିବେଶ ପ୍ରତି ଏହା…

Continue Readingଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଅନୁଗୁଳ: ଦିନରେ ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଲେ। ଯମ ମୁହଁରୁ ସୁଦ୍ଧା ସ୍ବାମୀଙ୍କୁ ଫେରାଇ ଆଣିବାକୁ ମାନସିକ ରଖିଲେ। ହେଲେ ଯାହା ପାଇଁ ବ୍ରତ ରଖିଥିଲେ ସେ ହିଁ ତାଙ୍କୁ ଯମ ମୁହଁକୁ ପଠାଇ…

Continue Readingସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସିଭିଲ ସର୍ଭିସ ପରୀକ୍ଷା: ପାଲଲହଡ଼ାର ଗର୍ବ ସାଜିଲେ ସୌମ୍ୟରଞ୍ଜନ ପ୍ରଧାନ, ସର୍ବଭାରତୀୟ ସ୍ତରରେ ଅଛନ୍ତି ୩୦୬ ତମ ସ୍ଥାନରେ

ଅନୁଗୁଳ: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷାରେ ଚଳିତବର୍ଷ ମୋଟ ୬୮୫ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ତାଲିକାରେ ଓଡ଼ିଶାରୁ ଅଛନ୍ତି ୯ ଜଣ। ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌମ୍ୟରଞ୍ଜନ…

Continue Readingସିଭିଲ ସର୍ଭିସ ପରୀକ୍ଷା: ପାଲଲହଡ଼ାର ଗର୍ବ ସାଜିଲେ ସୌମ୍ୟରଞ୍ଜନ ପ୍ରଧାନ, ସର୍ବଭାରତୀୟ ସ୍ତରରେ ଅଛନ୍ତି ୩୦୬ ତମ ସ୍ଥାନରେ

ପତିବ୍ରତାଙ୍କ ପର୍ବ ସାବିତ୍ରୀ ବ୍ରତ ପାଳିତ

ଅନୁଗୁଳ:ଅନୁଗୁଳ ସହରରେ ସାବିତ୍ରୀ ବ୍ରତ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଅନୁଗୁଳ ସହରର ବିଭିନ୍ନ ମନ୍ଦିର, ଦେବାଳୟ ଓ ଦେବୀ ପୀଠ ଗୁଡିକରେ ସଧବା ମହିଳା ମାନେ ଚଉରା ମୂଳରେ ପାରମ୍ପରିକ ନୀତି କାନ୍ତି ସହ ପାଳନ କରିଥିଲେ। ନୂଆ ଶାଢ଼ୀ,…

Continue Readingପତିବ୍ରତାଙ୍କ ପର୍ବ ସାବିତ୍ରୀ ବ୍ରତ ପାଳିତ

ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜାମୁନାଳୀ ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗାଁର ରଞ୍ଜନ କୁମାର ମାଝୀଙ୍କ ୧୦ ବର୍ଷର ପୁଅ ନିରାକାର ସୋମବାର ସକାଳ ୯ଟାରେ ଜାମୁକୋଳି ଖାଇବାକୁ ଘରୁ…

Continue Readingପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

ଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ

ଅନୁଗୁଳ: ଅନୁଗୁଳ ସହର ଥାନା ଛକରେ ଗୋଟିଏ ବଡ ଗର୍ତ୍ତ ଦେଖିବାକୁ ମିଳୁଛି। ଦେଢ଼ ଫୁଟର ଏଇ ଗାତ ଦୀର୍ଘ ଦିନ ହେଲାଣି ରହିଛି। ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ। ପ୍ରତିଦିନ ଏଇ ରାସ୍ତାରେ ଶହ ଶହ ଗାଡି ଚାଳ…

Continue Readingଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ