କିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍‌ଏସ୍ଏସ୍) ଆନୁକୂଲ୍ୟରେ ପୂଜାକାଳୀନ ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏନ୍‌ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ପ୍ରାଧ୍ୟାପିକା ସ୍ମିତାରାଣୀ ମହାପାତ୍ର…

Continue Readingକିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର

ସ୍କୁଲ ପରିସରରୁ ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ଓ.ପି ଜିନ୍ଦଲ ସ୍କୁଲ ପରିସରରେ ଅଜଗରକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ…

Continue Readingସ୍କୁଲ ପରିସରରୁ ଅଜଗର ଉଦ୍ଧାର

ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଵାଗଡିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣିଆନଟି ସାହିରେ ୫ଲକ୍ଷ ଟଙ୍କାରେ ଏକ କେନାଲର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ବଣିଆନଟି ଗ୍ରାମବସୀ। ଫଳରେ ଶନିବାର ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପକାଇ ଦେଇଥିଲେ। ସୂଚନା…

Continue Readingଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ

ଅନୁଗୁଳ: ଶାରଦୀୟ ଦୁର୍ଗାପୂଜା ବେଳେ ପଡୋଶୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଘୋର୍ ବିରୋଧ କରାଯାଇଛି। ଭାରତ ସରକାର ଏ ଦିଗରେ ହସ୍ତକ୍ଷେପ କରି ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହୋଇଛି। ଅନୁଗୁଳ ଜିଲ୍ଲା…

Continue Readingବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ

ଖଣି ଅଞ୍ଚଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରମାନେ ଶୁକ୍ରବାରଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଛନ୍ତି। ଡ୍ରାଇଭରମାନଙ୍କୁ ବୋନସ୍ ଏବଂ ବର୍ଦ୍ଧିତ ଦେୟ ପ୍ୟାକେଜ କିମ୍ବା ଗିଫ୍‌ଟ ଆକାରରେ ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦଶହରା ପରେ ମଧ୍ୟ…

Continue Readingଖଣି ଅଞ୍ଚଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗଣ୍ଡମାଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୂଜା ଭସାଣିରେ ଟ୍ରାକ୍ଟର ଧକ୍କାରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି ସେମାନଙ୍କୁ ଗୁରୁତର ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା…

Continue Readingଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ଭବିଭାଗ ରାସ୍ତା ନିମନ୍ତେ ଡାହାଣପାର୍ଶ୍ଵ ପାହାଡ଼ ଉପରେ ଏକ ବିକଳ୍ପ ରାସ୍ତା…

Continue Readingହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜା ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…

Continue Readingଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ବେଲସୁଣ୍ଠାରେ ସାମୁହିକ ଟୀକାକରଣ

ଅନୁଗୁଳ: ଅନୁଗୁଳ ବେଲସୁଣ୍ଠା ଜାନସେନ ଲେପ୍ରସୀ କଲୋନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସାମୁହିକ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କଲୋନୀରେ ରହୁଥିବା…

Continue Readingବେଲସୁଣ୍ଠାରେ ସାମୁହିକ ଟୀକାକରଣ

ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

ଅନୁଗୁଳ: ମା’ ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣାରେ ପୁଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଦେବାଶିଷ ବେହେରା(୨୮)। ତା’ର ଘର ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା ଇଲାକା…

Continue Readingଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ