ଅନୁଗୁଳ ଓଷ୍ଟା ପକ୍ଷରୁ ୪ର୍ଥ ସାମ୍ବିଧାନିକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଗୁଳ ଓଷ୍ଟା ପକ୍ଷରୁ ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ କୁମାର…

Continue Readingଅନୁଗୁଳ ଓଷ୍ଟା ପକ୍ଷରୁ ୪ର୍ଥ ସାମ୍ବିଧାନିକ ସମ୍ମିଳନୀ

ଜଳିଗଲା ନବିସନ୍ଦା କାର୍ଯ୍ୟାଳୟ

ଅନୁଗୁଳ: ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ନବିସନ୍ଦାଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଳମ୍ୱିତ ରାତି ପ୍ରାୟ ୩ଟା ସମୟରେ ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ପାଖରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ନିଆଁ ଲାଗି…

Continue Readingଜଳିଗଲା ନବିସନ୍ଦା କାର୍ଯ୍ୟାଳୟ

ଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଙ୍ଘ କର୍ମକର୍ତ୍ତା ଚୟନ

ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଡେରାରେ ଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଛି। ବିଜୟ ସାହୁ ସଂଘର ସଭାପତି, ରାମଚନ୍ଦ୍ର ସାହୁ ଉପସଭାପତି, କରୁଣାକର ସାହୁ ସମ୍ପାଦକ, ଓମ୍‌କାର ଦେବାଶିଷ ସାହୁ ସହସମ୍ପାଦକ, ଦୁଃଶାସନ ସାହୁ କୋଷାଧ୍ୟକ୍ଷ…

Continue Readingଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଙ୍ଘ କର୍ମକର୍ତ୍ତା ଚୟନ

୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ : ଅନୁଗୁଳ ବ୍ଲକ ଅଞ୍ଚଳରେ ମୋ ସ୍କୁଲ ଅଭିଯାନରେ ୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତ ସ୍ଥାପନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଅତିଥିଭାବେ ଯୋଗଦେଇ…

Continue Reading୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଜରପଡ଼ା ରାସ୍ତାରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସ୍କ୍ରପ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୁଲିସ। ସୂଚନା ଯେ, ଭ୍ୟାନଟି ଜିନ୍ଦଲ ଅଞ୍ଚଳରୁ ୯ କ୍ବିଣ୍ଟାଲ ୮୦ କେଜି…

Continue Readingସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ

ବୁଲା କୁକୁରଙ୍କ ଦୋରାତ୍ମ୍ୟ:୨୮ ଆହତ

ଅନୁଗୁଳ: ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ପୁଣି ବଢିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ଖବର ମୁତାବକ ଦୈନିକ ୫୫ ରୁ ୬୦ ପୁରୁଣା ରୋଗୀ କୁକୁର କାମୁଡ଼ାରେ ଜଳାନ୍ତକ ନିରୋଧୀ ଇଂଜେକ୍ସନ ନେଉଥିବାବେଳେ ସେପ୍ଟେମ୍ବର ୧୦ ତାରିଖରେ ୨୮…

Continue Readingବୁଲା କୁକୁରଙ୍କ ଦୋରାତ୍ମ୍ୟ:୨୮ ଆହତ

୨ଲକ୍ଷ ସହ ବାଇକ୍ ନେଇ ଭଡାଟିଆ ଛୁ, ଥାନାରେ ଠକେଇ ମାମଲା ରୁଜୁ

ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ବଡ଼ଗୁଣ୍ଡରୀ ଗ୍ରାମବାସୀଙ୍କୁ ଯାଜପୁର ପାଣିକୋଇଲି ଗ୍ରାମର ଆଶିଷ କୁମାର ଜେନା ୨ଲକ୍ଷ୨ ୫ହଜାର ସହ ଅନ୍ୟ ଜଣେ ଯୁବକଙ୍କ ବାଇକ୍ ନେଇ ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଛି ଅଭିଯୋଗ ମୁତାବକ, ଆଶିଷ ବଡ଼ଗୁଣ୍ଡରୀ…

Continue Reading୨ଲକ୍ଷ ସହ ବାଇକ୍ ନେଇ ଭଡାଟିଆ ଛୁ, ଥାନାରେ ଠକେଇ ମାମଲା ରୁଜୁ

ହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଧୋକୁଟା ଗ୍ରାମର ଚାଷୀ ମାନଙ୍କର ହାତୀ ଉପଦ୍ରବରେ ଫସଲ ନଷ୍ଟ ନେଇ ଅନୁଗୁଳ ଡିଏଫ୍ଓଙ୍କୁ ଗୁରୁବାର ଭେଟି କ୍ଷତିପୂରଣ ଦାବି କରିଛି ବିଜେପି। ହାତୀପଲ ଚାଷୀମାନଙ୍କ କୋବି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କଦଳୀ, ଅମୃତଭଣ୍ଡା…

Continue Readingହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି

କୃଷି ବୀମାକୁ ନେଇ ଉତ୍ତେଜନା

ଅନୁଗୁଳ: କୃଷି ବୀମାକୁ ନେଇ ପୋକତୁଙ୍ଗା ସମବାୟ ସମିତି ବ୍ୟାଙ୍କରେ ଉତ୍ତେଜନା ପ୍ରକାଶ ପାଇଛି। ସମିତି ଅଧୀନରେ ୬ଶହରୁ ଅଧିକ ଜଣ ଚାଷୀଙ୍କୁ ୨୦୨୧-୨୨ ବର୍ଷ ଖରିଫ ଚାଷ ପାଇଁ ଋଣ ଦିଆ ଯାଇଥିଲେ ମଧ୍ୟ ସେମାନଙ୍କର କୃଷି ବୀମା କରାଯାଇ…

Continue Readingକୃଷି ବୀମାକୁ ନେଇ ଉତ୍ତେଜନା

ବନପାଳଙ୍କୁ ଧମକ ଦେଇ ୨ ଗିରଫ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବନାଚଂଳ ଅଧିନସ୍ତ ଫେଜ୍ ୨ ସେକସନର ବନପାଳଙ୍କୁ ହନୁମାନପୁର ଗ୍ରାମର ଦୁଇ ଜଣ ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ପହଁଚି ଦାଦା ବଟି ମାଗିବା ନେଇ କଣିହାଁ ଥାନାରେ ବୁଧବାର ଅଭିଯୋଗ ହୋଇଛି।…

Continue Readingବନପାଳଙ୍କୁ ଧମକ ଦେଇ ୨ ଗିରଫ