ଅର୍ଥ ହେରଫେର ଅଭିଯୋଗରେ ସିଡିପିଓ କାର୍ଯ୍ୟାଳୟ କିରାଣୀ ଗିରଫ

ଅନୁଗୁଳ : ଅନୁଗୁଳ ଜିଲା ବଅଁରପାଳ ବ୍ଲକ୍ର ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ(ସିଡିପିଓ)ଙ୍କ କାର୍ଯ୍ୟାଳୟରେ ଅର୍ଥ ହେରେଫେର ଅଭିଯୋଗରେ ଜଣେ କିରାଣୀଙ୍କୁ ଗୁରୁବାର ଗିରଫ କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, କାର୍ଯ୍ୟାଳୟର କିରାଣୀ ଯୁଗଳ ନାୟକ ୬…

Continue Readingଅର୍ଥ ହେରଫେର ଅଭିଯୋଗରେ ସିଡିପିଓ କାର୍ଯ୍ୟାଳୟ କିରାଣୀ ଗିରଫ

ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

ଅନୁଗୁଳ: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପଞ୍ଚାୟତ ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଡ୍ରାଇଭର ଜଣକ ହେଲେ ସେହି ପଂଚାୟତ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ।ପୁଲିସ୍ ସୁଚନା…

Continue Readingଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

ସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

ଅନୁଗୁଳ: ଅନଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କାଜୁଆଲିଟି ରେ ଜଣେ ସିକ୍ୟୁରୀଟି ରୋଗୀକୁ ଇଂଜେକ୍ସନ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ଏଡିଏମଓ ମେଡିକାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଗତ ୭ ତାରିଖ ବିଳମ୍ବିତ ରାତିରେ ଏ ଘଟଣା…

Continue Readingସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

ନିଯୁକ୍ତି ଦାବୀରେ ଠିକା କମ୍ପାନୀ ଗ୍ୟାରେଜ ସମ୍ମୁଖରେ ଧାରଣା

ଅନୁଗୁଳ (Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରେ ପୂର୍ବରୁ ଭିଏଫ୍‌ପିଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ୭୯ଜଣ ଶ୍ରମିକକାର୍ଯ୍ୟରତ ଆରଏସ୍ ନାମକ ଏକ ଠିକାରେ ସଂସ୍ଥା ଅଧିନରେ ନିଯୁକ୍ତି ଦାବୀକରି ମଙ୍ଗଳବାର ସଂପୃକ୍ତ ଠିକା କମ୍ପାନୀ ଗ୍ୟାରେଜ୍…

Continue Readingନିଯୁକ୍ତି ଦାବୀରେ ଠିକା କମ୍ପାନୀ ଗ୍ୟାରେଜ ସମ୍ମୁଖରେ ଧାରଣା

ସରକାରୀ ହସ୍ପିଟାଲ ରେ ସିକ୍ୟୁରୀଟି ମାରୁଛନ୍ତି ଇଂଜେକସନ

ଅନୁଗୁଳ: ଅନଗୁଳ ସରକାରୀ ହସ୍ପିଟାଲ ରେ ଜଣେ ସିକ୍ୟୁରୀଟି ଗାର୍ଡ ଇଂଜେକସନ ମାରିବାର ଚିତ୍ର ଭାଇର।ଲ ହେଉଥିବାବେଳେ ଏଥିନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।କାହା ନିର୍ଦେଶରେ ସିକ୍ୟୁରୀଟି ଗାର୍ଡ ଏଭଳି ବେଆଇନ ଏବଂ ବିପଦଜନକ କାମ କରୁଛନ୍ତି ତାହା ଜଣାପଡିନାହିଁ।ତେବେ କାଜୁଆଲିଟି…

Continue Readingସରକାରୀ ହସ୍ପିଟାଲ ରେ ସିକ୍ୟୁରୀଟି ମାରୁଛନ୍ତି ଇଂଜେକସନ

ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧୀ

ଅନୁଗୁଳ : ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧୀ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅଭିଯୋଗ କରିଛନ୍ତି। ବୁଧବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ ଏବଂ…

Continue Readingରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧୀ

ନିଯୁକ୍ତି ନାରେ ଠକେଇ, ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀ ଗିରଫ

ଅନୁଗୁଳ : ଅନୁଗୁଳ ପୁଲିସକୁ ମିଳିଛି ବଡ଼ ସଫଳତା। ନିଯୁକ୍ତି ଦେବା ନାରେ ଠକେଇ କରିଥିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଟଙ୍କା ଓ ବହୁ…

Continue Readingନିଯୁକ୍ତି ନାରେ ଠକେଇ, ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀ ଗିରଫ

ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ହୁଲୁରୁସିହାଁଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ ସହାରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏହା ଏକ ପ୍ରୟାସ। ଜିଲ୍ଲା ମୁଖ୍ୟ…

Continue Readingସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଧର୍ମେନ୍ଦ୍ର ପ୍ରଧାନ ହେଲେ ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ

ଅନୁଗୁଳ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ଭାରତୀୟ ଜନତା ପାର୍ଟି’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ପ୍ରକାଶ ନଡ୍ଡା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।…

Continue Readingଧର୍ମେନ୍ଦ୍ର ପ୍ରଧାନ ହେଲେ ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ

ଜିଲ୍ଲାରେ ବଢୁଛି କ୍ରାଇମ

ଅନୁଗୁଳ: କୋଭିଡ ଲକଡ଼ାଉନ ଏବଂ ସଟଡ଼ାଉନ ସମୟରେ କଟକଣା ଥାଇ ମଧ୍ୟ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ କ୍ରାଇମ ବଢିଥିବା ଜଣାପଡିଛି। ବିଶେଷ କରି ବଳାତ୍କାର, ଲୁଟ୍,ହତ୍ୟା ଆଦି ଅପରାଧ ପରିଲକ୍ଷିତ ହୋଇଛି। ୨୦୧୯ଠାରୁ ୨୦୨୦ରେ କ୍ରାଇମ ୧୦.୪୫ ପ୍ରତିଶତ ବଢିଥିବା…

Continue Readingଜିଲ୍ଲାରେ ବଢୁଛି କ୍ରାଇମ