ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍‌ପିଏଲ୍‌ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି। ସୂଚନା ମୁତାବକ op, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ପ୍ରଜା ରଞ୍ଜନ ରାଉଳ(୨୬) ନାବାଳିକାଙ୍କୁ…

Continue Readingନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ବାଇକ୍ ଡିକିରୁ ୬୦ ହଜାର ଟଙ୍କା ଚୋରି

ଅନୁଗୁଳ: ଛେଣ୍ତିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ବାଇକ୍ ଡିକି ଭାଙ୍ଗି ଶୁକ୍ରବାର ଦିନ ଦିନ୧୨ଟା ସମୟରେ ୬୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯେ, ଗୋଳାଗାଡିଆ ଗାଁର ଶରତ ସାହୁ ଆଜି ଛେଣ୍ତିପଦା ଆଇସିଆଇସିଆଇ ବ୍ୟାଙ୍କରୁ…

Continue Readingବାଇକ୍ ଡିକିରୁ ୬୦ ହଜାର ଟଙ୍କା ଚୋରି

ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଃଶୁଳ୍କ କୋଚିଂ

ଅନୁଗୁଳ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ଆଇଏଏସ୍ ଗୁରୁକୁଳର ଓଡ଼ିଶା ଶାଖା ଓ ଜିନ୍ଦଲ ଫାଉଣ୍ଡେସନ୍ ମିଳିତ ସହଯୋଗରେ ନିଃଶୁଳ୍କ କୋଚିଂ ବ୍ୟବସ୍ଥା ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି। ‘ପ୍ରୋଜେକ୍ସ ଅନନ୍ୟା’ ମାଧ୍ୟମରେ ଏଥିରେ…

Continue Readingପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଃଶୁଳ୍କ କୋଚିଂ

ଅବକାରୀ ଚଢ଼ାଉ, ୩୦୮ ଲିଟର ଚୋରା ଦେଶୀମଦ ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗୁରୁବାର ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରାଯାଇଛି। ସୂଚନା ଯେ, ଅନୁଗୁଳ ଜିଲ୍ଲାର ଅବକାରୀ ବିଭାଗ ଦ୍ବାର ଟିମ୍ ଗଠନ କରାଯାଇ ବଅଁରପାଳ, ଜରପଡ଼ା, ଅନୁଗୁଳ ଓ ତାଳଚେର ଥାନା ଇଲାକାରେ ଚଢ଼ାଉ…

Continue Readingଅବକାରୀ ଚଢ଼ାଉ, ୩୦୮ ଲିଟର ଚୋରା ଦେଶୀମଦ ଜବତ, ୫ ଗିରଫ

ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ବୈଠକ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ଜଏରାଟ ଠାରେ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ଅଭାବରୁ କିଶୋରନଗର ଅଞ୍ଚଳରେ ସମ୍ଭାବ୍ୟ…

Continue Readingସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ବୈଠକ

ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

ଅନୁଗୁଳ: ବଅଁରପାଳ ବ୍ଳକ୍‌ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍‌ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ…

Continue Readingନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

ବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ତରଫରୁ ଗୁରୁବାର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଆଡିଶନାଲ ଏସପି ପିକେ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ନାଲକୋ ଡିଜିଏମ୍ ଶୁଶିଲ ମହାପାତ୍ର, ଅନୁଗୁଳ ଏସ୍ଡିପିଓ ବିଏସ…

Continue Readingବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଗୁରୁବାର ସଂଘ କାର୍ଯ୍ୟାଳୟରେ ଏ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

Continue Readingବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ଚେତାବନୀ

ଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

ଅନୁଗୁଳ: ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରାନ୍ତ ସେବା ପ୍ରମୁଖ କୈଳାସଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଏକ ଟିମ୍ ବଅଁରପାଳ ବ୍ଲକ୍ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ମୁକବଧିର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏଥିରେ ଅନ୍ୟତମ କାର୍ଯ୍ୟକର୍ତ୍ତା ସୁଧୁଜୀ, ସୁନ୍ଦର ଲଛମନ, ଜଗଦୀଶ…

Continue Readingଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ