ନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମରେ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ବାଳଙ୍କ ନାବାଳକ ପୁଅ ସଞ୍ଜୀବ (୧୩ ) କୁ ସେହି ଗ୍ରାମର ମଙ୍ଗଳାକୋଠି କରିଥିବା ଗୀତାଞ୍ଜଳି ବାଘ ଓ ତା'ର ସହଯୋଗୀ ୩ ପୁଅ ବଳି ଦେଇଥିବା ନେଇ…

Continue Readingନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ଅନ୍ଧବିଶ୍ୱାସରୁ କିଆକଟାରେ ନରବଳି ?

  ଅନୁଗୁଳ: ଆଜି ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାରେଣି ଜଙ୍ଗଲରୁ ଏକ ନାବାଳକର କ୍ଷତ ବିକ୍ଷତ ଶବ ମିଳିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ଅପାରଗତା ହେତୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ସ୍ଥାନୀୟ…

Continue Readingଅନ୍ଧବିଶ୍ୱାସରୁ କିଆକଟାରେ ନରବଳି ?

ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ଓ ମହୁଲ ପୋଚ ଜବତ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା…

Continue Readingବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

ଆଠମଲ୍ଲିକରେ ୭୭ ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠମଲ୍ଲିକ : ଆଠମଲ୍ଲିକରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ସୋମବାର ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲ ସଭାଗୃହ ଘରେ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା କରାଯିବାକୁ…

Continue Readingଆଠମଲ୍ଲିକରେ ୭୭ ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ନୂଆ କୋଡା ସାହିରେ ମଙ୍ଗଳବାର ପୂର୍ବାହ୍ନରେ ସର୍ଟ ସର୍କିଟ ଯୋଗୁ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇ ଯାଇଛି। ଖବର ପାଇ ବାମୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ…

Continue Readingସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

ଅନୁଗୁଳ: ମଙ୍ଗଳବାର ୫-ଟି ସଚିବଙ୍କ ଆଠମଲ୍ଲିକ ଗସ୍ତକୁ ବିଜେପି ବିରୋଧ କରିବା ସହ କଳା ଦିବସ ଭାବେ ପାଳନ କରିଛି। ଏ ଅବସରରେ କିଶୋର ନଗର ହାଇସ୍କୁଲ ନିକଟରେ ଧାରଣା ବିକ୍ଷୋଭ ଓ ପ୍ରତିବାଦ ସଭା ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର…

Continue Readingଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

ଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ! ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

ଅନୁଗୁଳ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ସେତିକି ବଢ଼ି ଚାଲିଛି। ବିଜେଡି ପକ୍ଷରୁ ୫ଟି ସଚିବଙ୍କ ଘନ ଘନ ଗସ୍ତ ଓ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ! ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ, ୭ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ଭାରପ୍ରାପ୍ତ ନିରୀକ୍ଷକ…

Continue Reading୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ, ୭ ଗିରଫ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ସର୍ଟ ସର୍କିଟ ହେବାରୁ ପ୍ରଥମେ ପ୍ରଦୀପ ବାଘଙ୍କ ଘରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ ଆଖପାଖ ୧୩ ପରିବାରର…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

ପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆଠମଲ୍ଲିକକୁ ହରାଇ ଠାକୁରଗଡ଼ ଚାମ୍ପିୟନ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ଖେଳ ପଡିଆ ଠାରେ ଚାଲିଥିବା ପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚରେ ଆଠମଲ୍ଲିକ କ୍ରିକେଟ କ୍ଲବକୁ ହରାଇ ଠାକୁରଗଡ଼ କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି।…

Continue Readingପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆଠମଲ୍ଲିକକୁ ହରାଇ ଠାକୁରଗଡ଼ ଚାମ୍ପିୟନ