ଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ମଙ୍ଗଳବାର ବିଜୁ ଛାତ୍ରଜନତା ସଭାପତି ହିମାଂଶୁ ଶେଖର ପ୍ରଧାନ (ସିପୁ) ଓ ଉପେନ୍ଦ୍ର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିବା ଘଟଣାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ…