ହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଏକ ହତ୍ୟା ମାମଲାର ଶୁଣାଣି କରି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଧୂମଧାମରେ ଅଗ୍ରପୂଜ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷର ପରି ଏବର୍ଷ ମଧ୍ୟ ସଭାପତି ଶୁଭକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ପୂଜା ପରେ ପ୍ରଭୁଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା।…

Continue Readingଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ

ପରକୀୟା ପ୍ରୀତି ସନ୍ଦେହରେ ଗୁଳିକାଣ୍ଡ,ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଏକ ବସ୍ତିରେ ଗୁଳିକାଣ୍ଡ। ଏହି ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା। ଗୁରୁତର ଜଣକ ହେଲେ ସୁରଭି ନାଏକ। ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଯେ,…

Continue Readingପରକୀୟା ପ୍ରୀତି ସନ୍ଦେହରେ ଗୁଳିକାଣ୍ଡ,ଜଣେ ଗୁରୁତର

ପ୍ରଶାସନ ଶୁଣିଲାନି! ସବୁ ଆଡ଼ୁ ହତାଶ ହୋଇ ନିଜେ ରାସ୍ତା ମରାମତି କଲେ ହତାଶିମିଳି ଗ୍ରାମବାସୀ

ଅନୁଗୁଳ: ଗାଁକୁ ରାସ୍ତା କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ପ୍ରଶାସନ ନ ଶୁଣିବାରୁ ନିଜେ କଲେ ମରାମତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ହତାଶିମିଳି ଗ୍ରାମରୁ ଆସିଛି ଏହି ଖବର। ଗାଁକୁ ରାସ୍ତାଟିଏ ନଥିବାରୁ ହତାଶିମିଳି ଗ୍ରାମବାସୀ କାଦୁଅ…

Continue Readingପ୍ରଶାସନ ଶୁଣିଲାନି! ସବୁ ଆଡ଼ୁ ହତାଶ ହୋଇ ନିଜେ ରାସ୍ତା ମରାମତି କଲେ ହତାଶିମିଳି ଗ୍ରାମବାସୀ

ଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଠାରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ୫ ହଜାରରୁ ଉର୍ଦ୍ଧ୍ୱ ବୋଲବମ କାଉଡିଆ ଜଳଲାଗି କରିଛନ୍ତି।  କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…

Continue Readingଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ ଅଚଳ, ରାଜୁତି କରୁଛି ଅନ୍ଧକାର; ମରାମତି ଦାବି

ଅନୁଗୁଳ: ଅଚଳ ହୋଇପଡ଼ିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପାଇକସାହିର ହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ। ଫଳରେ ପୂରା ଅଞ୍ଚଳରେ ରାଜୁତି କରୁଛି ଅନ୍ଧକାର। ଲାଇଟ ମରାମତି କରିବା ପାଇଁ ଅଞ୍ଚଳବାସୀ ବହୁବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ…

Continue Readingହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ ଅଚଳ, ରାଜୁତି କରୁଛି ଅନ୍ଧକାର; ମରାମତି ଦାବି

କରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ

ଅନୁଗୁଳ: ସମସ୍ୟା ଘେରରେ ଅନୁଗୁଳ ଜିଲ୍ଲା ବଇଣ୍ଡା ପଞ୍ଚାୟତର କରଡ଼ାବଣି ସାହି। ଗାଁରେ ସମସ୍ୟା ମାଳମାଳ। ଗାଁରେ ଏବେ ବି ବିକାଶ ଅପହଞ୍ଚ। ନା ଅଛି ପକ୍କା ରାସ୍ତା। ନା ଅନ୍ୟ ସର୍ବନିମ୍ନ ସୁବିଧା। ମୌଳିକ ସୁବିଧା ବି ଏଠାକାର ବାସିନ୍ଦାଙ୍କ…

Continue Readingକରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ

୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ମାଧ୍ୟମରେ ଓ ଖଦି ଗ୍ରାମୋଦ୍ୟୋଗ ଆୟୋଗ ସହାୟତାରେ ଚାଲିଥିବା ବିଦ୍ୟୁତ ଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ୧୫…

Continue Reading୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ…

Continue Readingବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

ଅନୁଗୁଳ: ଧମକ ଦେଇ ବାଇକ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ତାରିଣୀ ପ୍ରସାଦ ବିଶ୍ବାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ। ସୂଚନା…

Continue Readingବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ