ଠାକୁରଗଡ଼ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସାନହୁଲାକୁ ହରାଇ ଆନନ୍ଦପୁର ଚାମ୍ପିୟନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଠାକୁରଗଡ଼ କ୍ରିକେଟ ଟିମ୍ ଆନୁକୂଲ୍ୟରେ ଚାଲିଥିବା ରାତ୍ରିକାଳୀନ କ୍ରିକେଟ ଉଦଯାପିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବାର ଆସୋସିଏସନର ସଭାପତି ଆଡଭୋକେଟ୍ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି…


