ନବମ ରଞ୍ଜିତ କୁମାର ସ୍ମାରକୀ କ୍ରୀଡା ଉତ୍ସବ ଉଦଯାପିତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡା ଗ୍ରାମପଞ୍ଚାୟତ ପଇଁଞ୍ଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନିକେୟୀ ବିହାର, ଅଏଡା ପରିସରରେ ତିନି ଧରି ଚାଲିଥିବା ନବମ ରଞ୍ଜିତ କୁମାର ସ୍ମାରକୀ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି…

Continue Readingନବମ ରଞ୍ଜିତ କୁମାର ସ୍ମାରକୀ କ୍ରୀଡା ଉତ୍ସବ ଉଦଯାପିତ

ଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ସାଙ୍ଗର ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ୨ ନମ୍ବର ୱାର୍ଡର ତାରିକ ଖାନ୍ (୨୧) ସାଙ୍ଗମାନଙ୍କ ସହ ଗତ ରବିବାର ସନ୍ଧ୍ୟାରେ…

Continue Readingଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

ବ୍ରାହ୍ମଣ ସମାଜର ବୈଠକ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଷୋଳପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ସମାଜର ଏକ ବୈଠକ ଠାକୁର ଗଡ଼ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱେଶ୍ୱର ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅନୁଗୁଳ ବ୍ରାହ୍ମଣ ମହାସଂଘର ସଭାପତି ମୁଖ୍ୟ ଅତିଥି…

Continue Readingବ୍ରାହ୍ମଣ ସମାଜର ବୈଠକ

ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ନାକିଚି…

Continue Readingମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ

ପୁଣି ବଧୂ ନିର୍ଯାତନା! ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ

  ଅନୁଗୁଳ: ପୁଣି ଅନୁଗୁଳ ଜିଲ୍ଲାର ବଧୂ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଠାକୁରଗଡ଼ ଗ୍ରାମର ସୁବାସିନୀ ନାୟକଙ୍କୁ ତାଙ୍କ ସ୍ୱାମୀ କାର୍ତ୍ତିକ ନାୟକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ବୁଧବାର ସୁବାସିନୀ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingପୁଣି ବଧୂ ନିର୍ଯାତନା! ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ

ଆଠମଲ୍ଲିକରେ ପୁଣି ଏକ ମାଈ ହାତୀର ମୃତ୍ୟୁ, ୫ ଦିନରେ ଗଲାଣି ୨ ହାତୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ୫ ଦିନ ଭିତରେ ୨ ହାତୀଙ୍କ ଜୀବନ ଗଲାଣି। ଏତେ ପରେ ବି ବେଫିକର ବସିଛି ବନ ବିଭାଗ। ଗତକାଲି ଆଠମଲ୍ଲିକ ବନଖଣ୍ଡ ମାଧୁପୁର ରେଞ୍ଜ…

Continue Readingଆଠମଲ୍ଲିକରେ ପୁଣି ଏକ ମାଈ ହାତୀର ମୃତ୍ୟୁ, ୫ ଦିନରେ ଗଲାଣି ୨ ହାତୀଙ୍କ ଜୀବନ

କିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingକିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଆଠମଲ୍ଲିକ ବିଜେପି ପକ୍ଷରୁ ସେବା ପକ୍ଷ ପାଳିତ: ରକ୍ତଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଆଠମଲ୍ଲିକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ ସେପ୍ଟେମ୍ବର ୧୭ ଠାରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅକ୍ଟୋବର ୨ଯାଏଁ ସେବା ପକ୍ଷରେ ମେଗା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ ଏନ୍ଏସି କଲ୍ୟାଣ…

Continue Readingଆଠମଲ୍ଲିକ ବିଜେପି ପକ୍ଷରୁ ସେବା ପକ୍ଷ ପାଳିତ: ରକ୍ତଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ

ଠାକୁରଗଡ଼ରେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତି: ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁକୂଳ ହେଲା ମାଟି

ବଇଣ୍ଡା : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ମା' ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ମାଟି ଅନୁକୂଳ କରାଯାଇଛି। ମା'ଙ୍କ ମୂର୍ତ୍ତି ପାଇଁ ଠାକୁରଗଡ଼ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟରୁ ମାଟି ସଂଗ୍ରହ…

Continue Readingଠାକୁରଗଡ଼ରେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତି: ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁକୂଳ ହେଲା ମାଟି

ବଟି ନ ଦେବାରୁ ଉଗ୍ର ହେଲା ଝଗଡ଼ା, ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅନୁଗୁଳ: କର୍ମା ପୂଜା ବେଳେ ଅଘଟଣ। ଟଙ୍କା ନ ଦେବାରୁ ପୂଜା ଦେଖି ଆସିଥିବା ପାଖ ଗାଁ ଲୋକଙ୍କୁ ହତ୍ୟା। ମୃତକ ହେଲେ କିଶୋର ନଗର ଅଞ୍ଚଳର ବାରଷା ମିର୍ଦ୍ଧା (୨୫)। ସୂଚନା ମୁତାବକ, ଶନିବାର କିଶୋର ନଗର ଅଞ୍ଚଳର ବାରଷା…

Continue Readingବଟି ନ ଦେବାରୁ ଉଗ୍ର ହେଲା ଝଗଡ଼ା, ଯୁବକଙ୍କୁ ଛୁରୀ ଭୁସି ହତ୍ୟା