୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ ବରଗଡ଼କୁ ହରାଇ ସୋନପୁର ୦-୨ ଗୋଲରେ ବିଜୟୀ
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତଳମୂଳ ପଞ୍ଚାୟତ ସିମୁଳିଛୁଇଁ ଅରୁଣୋଦୟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଛି। ଆଜି ଫାଇନାଲ ମ୍ୟାଚରେ ବିଏସଏଫ ସୋନପୁରକୁ ବରଗଡ ୟୁନାଇଟେଡ ଭେଟିଥିଲା। ଫାଇନାଲରେ ସୋନପୁର ୦-୨ ଗୋଲରେ…
