ନାଲକୋ କୋଇଲା ଟ୍ରେନ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ପାଇଁ ଧାରଣା
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମପଞ୍ଚାୟତର ଜଣେ ଯୁବକଙ୍କ ନାଲକୋ କୋଇଲା ଟ୍ରେନ ଧକ୍କାରେ ଗୁରୁବାର ମୃତ୍ୟୁ ହୋଇଛି। ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ଷତିପୂରଣ ପାଇଁ ରେଳ ଲାଇନରେ ଧାରଣା ଦିଆଯାଇଛି।…
