ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍‌ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍‌କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…

Continue Readingଘର ସାମ୍ନାରୁ ବାଇକ୍ ଚୋରି

ଦୁଇଟି ଜାଗାରେ ହେଲା ବଅଁରପାଳ ହାଟ

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ଦୁଇଟି ଜାଗାରେ ଅନୁଷ୍ଠିତ ହୋଇଛି। ପୁରୁଣାହାଟରେ ଆଳୁ, ପିଆଜ ବ୍ୟବସାୟୀ ଓ ବଅଁରପାଳ ହାଇସ୍କୁଲ ପଡ଼ିଆରେ ଅନ୍ୟ ବେପାରୀଙ୍କୁ ବସାଯାଇଥିଲା। ମାସ୍କ ପିନ୍ଧିବା, ଦୋକାନ ଆଗରେ ଗହଳି ନକରି…

Continue Readingଦୁଇଟି ଜାଗାରେ ହେଲା ବଅଁରପାଳ ହାଟ

ଜଳିଗଲା ଦୁଇ କୁକୁଡ଼ା ଫାର୍ମ

ଅନୁଗୁଳ: ବଅଁରପାଳ ବ୍ଲକ୍ ବଡ଼ଖଳି ଗାଁର ମାନସ ଭୂତିଆ ଓ ଟିହିଙ୍କୁଳିଆ ବେହେରାଙ୍କ କୁକୁଡ଼ା ଫାର୍ମ ବୁଧବାର ମଧ୍ୟାହ୍ନରେ ପୋଡ଼ିଯାଇଛି। ମାନସଙ୍କ ଫାର୍ମରେ ୩ ହଜାର କୁକୁଡ଼ା ଓ ଟିହିଙ୍କୁଳିଆଙ୍କ ଫାର୍ମରେ ୫ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଫାର୍ମ…

Continue Readingଜଳିଗଲା ଦୁଇ କୁକୁଡ଼ା ଫାର୍ମ

ମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ଅନୁଗୁଳ: ବଅଁରପାଳ ବ୍ଳକ୍‌ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…

Continue Readingମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ଦ୍ବିତୀୟ ବିବାହ କରି ସ୍ଵାମୀ ଗିରଫ

ଅନୁଗୁଳ: ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ବଅଁରପାଳ ଥାନା ଟେଣ୍ଟାଇ ଗ୍ରାମର ଦିନେଶ ନାଏକ(୩୬)ଙ୍କୁ ପୁଲିସ ଗୁରୁବାର ଗିରଫ କରିଛି । ପ୍ରଥମ ପତ୍ନୀ ଦୁଷ୍ମନ୍ତ୍ରୀ ନାଏକ (୩୫) ୧୦ ବର୍ଷ ତଳେ ବୈଦିକ ରୀତିରେ ଦିନେଶଙ୍କୁ…

Continue Readingଦ୍ବିତୀୟ ବିବାହ କରି ସ୍ଵାମୀ ଗିରଫ

ତଳମୂଳରେ ଚୋରା ଗଞ୍ଜେଇ କାରବାର, ୨୮ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ

ଅନୁଗୁଳ: ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ଶୁକ୍ରବାର ବଅଁରପାଳ ଥାନା ଇଲାକା ତଳମୂଳ ଗ୍ରାମରେ ଚଢ଼ାଉ କରି ୨୮ କିଲୋ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ…

Continue Readingତଳମୂଳରେ ଚୋରା ଗଞ୍ଜେଇ କାରବାର, ୨୮ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ

ନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଳମୂଳ ଚନ୍ଦନପୁର ଗାଁ ତଳସାହି ନଳକୂଅରୁ ଲୁହାଗୁଣ୍ଡମିଶା ପାଣି ବାହାରୁଛି। ସାହିବାସୀ ତେଣୁ ପାନୀୟଜଳ ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଏବେ ଖରାତେଜ ବଢ଼ିଥିବାବେଳେ ପାଇପରେ ସାହିକୁ ଯୋଗାଣ ହେଉଥିବା ଜଳ ଆବଶ୍ୟକତା ମେଣ୍ଟାଇପାରୁନି । ତେଣୁ…

Continue Readingନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ଅନୁଗୁଳ: ଚୋରା ଗୋ-ଚାଲାଣକାରୀଙ୍କୁ ଧରିବାରେ ଅନୁଗୁଳ ପୁଲିସକୁ ବଡ଼ ସଫଳତା ମିଳିଛି । ଅନୁଗୁଳ ପୁଲିସର ସ୍ବତନ୍ତ୍ର ସ୍କ୍ୱାଡ୍ ଓ ବଅଁରପାଳ ପୁଲିସ୍ ଚଢ଼ଉ କରି ବୁଧବାର ବିଳମ୍ୱିତ ରାତିରେ ବଅଁରପାଳ ଥାନା ତଳମୂଳ ଦୁର୍ଗାମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ଵରୁ ଗୋରୁ…

Continue Reading୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ବକେୟା ବିଲ ପଇଠ ହେଲାନି

ଅନୁଗୁଳ: ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲରୁ ବୁଧବାର ମଧାହ୍ନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ବକେୟା ବିଦ୍ୟୁତ୍‌ ବିଲ ପଇଠ କରାନଯିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।…

Continue Readingବକେୟା ବିଲ ପଇଠ ହେଲାନି

ଚୋରା କୋଇଲା ଭ୍ୟାନ ଜବତ, ଚାଳକ ଅଟକ

ଅନୁଗୁଳ: ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଗ୍ରାମରେ ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଚୋରା କୋଇଲା ବୋଝେଇ ଭ୍ୟାନ୍ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଭ୍ୟାନ୍ ଅନୁଗୁଳ ଆଡୁ ମହୀଧରପୁର ଦେଇ ହିନ୍ଦୋଳ ଥାନା ବାଉଁଶପୋଖରୀ ଅଭିମୁଖେ ଯାଉଥିଲା।…

Continue Readingଚୋରା କୋଇଲା ଭ୍ୟାନ ଜବତ, ଚାଳକ ଅଟକ