ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ମଙ୍ଗଳବାର ଅନୁଗୁଳ ଟାଉନ ଥାନାରେ  ଲିଖିତ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଯେ,…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କେବେ ମିଳିବ ଶୁଦ୍ଧ ପାନୀୟ ଜଳ ? ଭଲ ପାଣି ମୁନ୍ଦେ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଧରପଡ଼ାବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଖିଣ୍ଡା ପଞ୍ଚାୟତର ମହିଧରପଡାରେ ଦୀର୍ଘ ଦିନ ହେଲା ଲାଗି ରହିଛି ପାନୀୟ ଜଳ ସମସ୍ୟା। ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବାସ କରୁଥିଲେ ମଧ୍ୟ ଏବେ ଯାଏଁ ପିଇବା ପାଣି ମୁନ୍ଦେ ମିଳିବ ଯେମିତି ସ୍ବପ୍ନ…

Continue Readingକେବେ ମିଳିବ ଶୁଦ୍ଧ ପାନୀୟ ଜଳ ? ଭଲ ପାଣି ମୁନ୍ଦେ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଧରପଡ଼ାବାସୀ

ଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର…

Continue Readingଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

କିଶୋରୀଙ୍କ ପାଇଁ ସଚେତନତା

ଅନୁଗୁଳ: କିଶୋରବସ୍ଥାରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବରୁ କିଶୋରୀମାନେ ସ୍ବାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି। ଅନେକ ସମୟରେ ସେମାନେ ଅପରାଧର ଶିକାର ହୋଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ…

Continue Readingକିଶୋରୀଙ୍କ ପାଇଁ ସଚେତନତା

ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ଦୁର୍ଗା ମଣ୍ଡପ ସାମ୍ନାରେ ନିର୍ବାଚନ ହିଂସାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସମିତି ଅଧ୍ୟକ୍ଷ ଜିତିଲା ପରେ ଜୁଲି କର (୭୫) ସହିତ ଦଳୀୟ କର୍ମୀ…

Continue Readingବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ

ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ ହାତୀଟି ମାଧପୁର ଜଙ୍ଗଲ…

Continue Readingବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ

ସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକାରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ଜଣେ ବନ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିବା ବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି।ସୂଚନା…

Continue Readingସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଡିଗ୍ରୀ କଲେଜର ପ୍ରତିଷ୍ଠାତା, ପୂର୍ବତନ ଅଧ୍ୟକ୍ଷ, ସମାଜସେବୀ ତଥା ଶିକ୍ଷାବିତ୍ ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ବନ୍ତଳା ଡିଗ୍ରୀ କଲେଜ ପରିସରରେ ସୋମବାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳଶୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ…

Continue Readingବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଘରପୋଡି ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଥାନା ବସଲା ପଞ୍ଚାୟତ ଭେରୁବଣିଆ ସାହିର ଘର ପୋଡ଼ି ଯାଇଥିବା ଗରିବ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ, ଗାଁର କନ୍ଦାରୁ ବବ୍ରୁତିଙ୍କ ଦୁଇ ବଖରା ଚାଳଘର ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଦ୍ବାରା ପୋଡି…

Continue Readingଘରପୋଡି ପରିବାରକୁ ସହାୟତା