ପୂର୍ତ୍ତି ବିଭାଗରେ ପୁଣି ଲାଗିଲା କଳଙ୍କ: ନିମ୍ନମାନର ରାସ୍ତା କରିବା ସହ ଜାଲିଆତି କରୁଥିବା ଅଭିଯୋଗ
ଅନୁଗୁଳ: ପୁଣି ରାସ୍ତା କାମରେ ଅନିୟମିତତା ଅଭିଯୋଗ। ଠିକ ଭାଗମାପରେ, ଉଚିତ ନିୟମରେ ନ କରି ମନଇଚ୍ଛା କାମ କରାଯାଉଥିବା ନେଇ ପୂର୍ତ୍ତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, କଲେଇପଦା…