ଚୋରାଚାଲାଣ ବେଳେ ୩୪ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ୩୪କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଗଡ଼ିଆ ମାଉସୀ ମା' ସାହିର ଜିତୁ ସାହୁ।ସୂଚନା ମୁତାବକ, କଣଲୋଇ ଗ୍ରାମ ପଞ୍ଚାୟତର କର୍ଣ୍ଣପାଳ ଆଉଁଳି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ୩୪କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଗଡ଼ିଆ ମାଉସୀ ମା' ସାହିର ଜିତୁ ସାହୁ।ସୂଚନା ମୁତାବକ, କଣଲୋଇ ଗ୍ରାମ ପଞ୍ଚାୟତର କର୍ଣ୍ଣପାଳ ଆଉଁଳି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ନୂଆଗାଁ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜଣେ ଫାଷ୍ଟଫୁଡ୍ ଦୋକାନୀଙ୍କୁ ପୂର୍ବଶତ୍ରୁତାକୁ ନେଇ ପିକଅପ ଭ୍ୟାନ ଧକ୍କା କରି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଏପ୍ରିଲ ୨୨ରେ…
ଅନୁଗୁଳ: ଅନୁଗୁଳରେ ପୁଣି ଦନ୍ତା ଆତଙ୍କ। ଗାଁ ଭିତରେ ପଶି ଏକ ଗୋଠ ଛଡ଼ା ଦନ୍ତା ୪ ମଇଁଷିଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡ଼ା ଚାକୁଣ୍ଡା ମୁଣ୍ଡା ସାହିରେ ମଙ୍ଗଳବାର ଏକ ଦନ୍ତା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ସୋଲାର କରେଣ୍ଟ ଲାଗି ହାତୀର ଜୀବନ ଯାଇଥିବା ନେଇ ସୂଚନା ଦେଇଛି ବନ ବିଭାଗ। ସୂଚନା ଅନୁସାରେ, ଗତ କିଛି ଦିନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଇଚ୍ଛାପୁର ଗାଁର ଦୀପକ ବାଘ। ମୃତ ଦେହଟି ସଢ଼ି…
ଅନୁଗୁଳ: ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳରେ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗାଁର ପ୍ରସନ୍ନ ନାଏକ (୬୫)। ସୂଚନା ମୁତାବକ, ଶନିବାର ଭୋର୍…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ଚୋରା କୋଇଲା ଖାତରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଟ୍ରିପ ଚୋରା କୋଇଲା ଜବତ ହୋଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ କୋଇଲା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନିଶା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଯେ, ରବିବାର ମଧ୍ୟାହ୍ନ ବେଳେ ନାବାଳିକା ଜଣକ ଆମ୍ବ ସଂଗ୍ରହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମାରୁଢିପ ସଂରକ୍ଷିତ ଜଙ୍ଗଲର ପଥର ଖୋଳ ନିକଟରେ ଏକ ଗଳିତ ମୃତଦେହ…
ଅନୁଗୁଳ: ମହୁମାଛି ଆକ୍ରମଣରେ ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିହରପୁର ଗାଁର ବିପିନ୍ ପ୍ରଧାନ। ମହୁମାଛି ଆକ୍ରମଣରେ ଅଞ୍ଚଳର ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା…